ଟ୍ରମ୍ପଙ୍କ କୋଭିଡ ପୋଷ୍ଟ ବିରୋଧରେ ଫେସବୁକ୍ ଓ ଟ୍ୱିଟର ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-୧୯ ମହାମାରୀକୁ ସାମନ୍ୟ ଥଣ୍ଡା ସହ ତୁଳନା କରିଛନ୍ତି । ଏନେଇ ସେ ଫେସବୁକ୍ ଏବଂ ଟ୍ୱିଟର୍ରେ ଏକ ପୋଷ୍ଟ କରିଛନ୍ତି । କରୋନା ମହାମାରୀ ସାମାନ୍ୟ ଥଣ୍ଡା ଟ୍ରମ୍ପ କହିଛନ୍ତି । କିନ୍ତୁ ଟ୍ରମ୍ପଙ୍କର ଏଭଳି ବିଭ୍ରାନ୍ତିକର ପୋଷ୍ଟକୁ…

ଭୁବନେଶ୍ୱର ଏବଂ ବେଙ୍ଗାଲୁରୁ ମଧ୍ୟରେ ୧୨ରୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ଏଣିକି ଅଧଘଂଟାଏ ପୂର୍ବରୁ ବୁକିଂ କରିହେବ ଟ୍ରେନ୍…

ଭୁବନେଶ୍ୱର: ରେଳ ମନ୍ତ୍ରାଳୟ ପକ୍ଷରୁ ଚଳିତମାସ ୧୨ଠାରୁ ଭୁବନେଶ୍ୱରରୁ ଏବଂ ୧୩ରୁ ବେଙ୍ଗାଲୁରୁଠାରୁ ଏକ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ମଧ୍ୟରେ ଚଳାଚଳ ପାଇଁ ନିଷ୍ପତି ନିଆଯାଇଛି । ୦୮୪୬୩ ଭୁବନେଶ୍ୱର-ବେଙ୍ଗାଲୁରୁ ସ୍ୱତନ୍ତ୍ର ଟ୍ରେନ୍ ଭୁପନେଶ୍ୱରରୁ ଅକ୍ଟୋବର ୧୨ରୁ…

ସର୍ବସାଧାରଣ ସ୍ଥାନରେ ଧାରଣା ଅନୁଚିତ୍

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନ ଦାଖଲ କରି ଧାରଣରେ ବସିବା ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଦିଲ୍ଲୀର ଶାହିନ୍ ବାଗରେ ନାଗରିକା ସଂଶୋଧନ ଅଧିନିୟମ (ସିଏଏ) ନେଇ ଦିର୍ଘଦିନଧରି କରାଯାଇଥିବା ବିରୋଧ ପ୍ରଦର୍ଶନ ଉପରେ ସୁପ୍ରିମକୋର୍ଟ ଏହି…

୩ ମହଲା ଉପରୁ ତଳେ ପଡି ଓଏସଏପି ତୃତୀୟ ବାଟାଲିୟନ ଯବାନଙ୍କ ମୃତ୍ୟୁ

ରାୟଗଡ: ୩ମହଲା ଉପରୁ ତଳେ ପଡି ଜଣେ ଓଏସଏପି ତୃତୀୟ ବାଟାଲିୟନ ଯବାନଙ୍କ ମୃତ୍ୟୁ ଘଟିଛି । ମୃତକ ଯବାନ ଜଣଙ୍କ ହେଲେ ଯୋଗେଶ କୁୁମାର ଦାସ (୨୭) । ତାଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ…

ଡାକ୍ତରଖାନା ଫେରାଇଦେଲା, ରାସ୍ତା ଉପରେ ପ୍ରସବ କଲେ ମହିଳା

କେନ୍ଦୁଝର: ଯୋଡା ଖଣି ଅଞ୍ଚଳରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହେବାରେ ଲାଗିଛି । ଖଣି ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସେବା ନିମନ୍ତେ ସରକାର ଜିଲ୍ଲା ଖଣିଜ ପାଣ୍ଠୀରୁ ଯୋଗାଇ ଦେଉଥିବା ଅନୁଦାନ ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିବାରୁ ଯୋଡାସ୍ଥିତ କମାରଯୋଡା ଠାରେ ଥିବା ୩୦ ସଜ୍ୟା…

ହାଥରସ ଗଣ ଦୁଷ୍କର୍ମ

ବହୁ ଚର୍ଚ୍ଚିତ ଦିଲ୍ଲୀର 'ନିର୍ଭୟା', ତେଲେଙ୍ଗାନାର 'ଦୀଶା' ଗଣ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡପରେ ଏବେ ଉତରପ୍ରଦୋର ହାଥରସରେ ଜଣେ ୧୯ ବର୍ଷିୟା ଦଳିତ ଯୁବତିଙ୍କୁ ଗଭଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ସମସ୍ତ ପାସବିକତା ଠାରୁ ବଳି ଯାଇଛି ବୋଲି ନିଃସନେ୍ଦହରେ କୁହା ଯାଇପାରିବ । ନିର୍ଭୟା ଓ ଦୀଶା…

ସୁନ୍ଦରଗଡ଼ରେ ଆଇଟିଆଇରେ ତାଲିମ

ଭୁବନେଶ୍ୱର: ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ୨ଟି ବେସରକାରୀ ଆଇଟିଆଇ ଫଟର୍ ଟ୍ରେଡ୍ରେ ବର୍ଷକୁ ୪୮୦ ଜଣ ଓ ୱେଲ୍ଡର ଟ୍ରେଡ୍ରେ ୮୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ୍ ଦେବାର ବ୍ୟବସ୍ଥା ରହିଛି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଦକ୍ଷତା…

ତାରଣୀ ମନ୍ଦିର ଖୋଲିବା ପାଇଁ ନମୋ ସେନା ପକ୍ଷରୁ ଦାବି

ଘଟଗାଁ-କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା' ତାରିଣୀ ମନ୍ଦିର ଭକ୍ତ ପାଇଁ ଖୋଲିବା ପାଇଁ ନମୋ ସେନା ପକ୍ଷରୁ ଦାବି କରାଯାଇଛି । ସୂଚନା ଥାଉକୁ କିଛି ଦିନ ପୂର୍ଭରୁ ଏନେଇ ନମୋ ସେନା ପକ୍ଷରୁ ହାଇକୋଟରେ ଏକ ପିଟିସନ ଦାଖଲ କରାଯାଇଛି । ତାରିଣୀ ମନ୍ଦିରରେ ଗର୍ଭଗୃହ ନଥିବା ବେଳେ…

ସୁନ୍ଦରଗଡ଼ରେ ୫ ବର୍ଷରେ ୫୪୬ ଶିଶୁ ମୃତ

ଭୁବନେଶ୍ୱର : ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ୫୪୬ ଜଣ ଶିଶୁ ବିଭିନ୍ନ ସ୍ୱାସ୍ଥ୍ୟଗତ କାରଣରୁ ମୃତ୍ୟୁବରଣ କରିଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି…

ରିଲାଏନ୍ସ ରିଟେଲ ନିବେଶ କରିବ ୫୫୧୨.୫୦ କୋଟି

ମୁମ୍ବଇ: ଆବୁଧାବି ଇନଭେଷ୍ଟମେଣ୍ଟଅଥରିଟି (ଏଡିଆଇଏ)ର ପୂର୍ଣ୍ଣ ମାଲିକାନାଧୀନ ଏକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍)ରେ ୫୫୧୨.୫୦ କୋଟି ଟଙ୍କା ନିବେଶ କରିବା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ରିଲାଏନ୍ସ…