ମହାରଥୀଙ୍କ ବିୟୋଗରେ ଓଁ ଶ୍ରୀ ଗୃପ୍ର ଶୋକସଭା
ନିରାକାରପୁର:ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଓଁ ଶ୍ରୀଗୃପ୍ କାର୍ଯ୍ୟାଳୟ ଠାରେ ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କର ପରଲୋକ ଅବସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।ଶ୍ରୀଯୁକ୍ତ ମହାରଥି ଏମିତି ଜଣେ ନେତା ଥିଲେ,ଯାହାଙ୍କୁ ଓଡିଶାର କୋଣ ଅନୁକୋଣରେ ସବୁ ବୟସର ସବୁ ବର୍ଗର ଲୋକମାନେ ଜଣିଥିଲେ!-->…