ପେଟ୍ରୋଲ ପମ୍ପ ବିସ୍ଫୋରଣ
ରାଜଧାନୀ ଭୁବନେଶ୍ୱରରେ ଗତ ବୁଧବାର ୭ ତାରିଖ ଦିନ ମଧ୍ୟାହ୍ନରେ ଯେଉଁ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟିଛି ସେଥିରେ ଜଣକର ମୃତ୍ୟୁ ଘଟିସାରିଲାଣି । ଗଣମାଧ୍ୟମରେ ପ୍ରକାଶିତ ଖବରରେ କୁହାଯାଇଛି, ଅନୂ୍ୟନ ୩୦ ଜଣ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ଦୁଇ ଜଣ କଟକ ଏସ୍ସିବିକୁ ସ୍ଥାନାନ୍ତରିତ ହୋଇଥିଲେ!-->…