ଦୁଇ ଜାତୀୟ ରାଜପଥ ଲୁଟେରା ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ପୁରୀ ୩୧୬ନଂ ଜାତୀୟ ରାଜପଥର ଉତ୍ତରା ଛକ ଠାରୁ ସାତଶଙ୍ଖ ପର୍ଯ୍ୟନ୍ତ ଲୁଟେରା ମାନେ ଲୁଟ କରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ମହାମାରୀ କରୋନାରେ ପିପିଲି ଥାନା ଅଧିକାରୀଙ୍କ ସମେତ କେତେକ କର୍ମଚାରୀ ଆକ୍ରାନ୍ତ ହେବା ସମୟରେ ଏହାର ସୁଯୋଗ!-->…