ଗାଡି ଚଲାଇବା ବେଳେ ଦରକାର ପଡିବନି ଡିଏଲ

ଭୁବନେଶ୍ୱର- ଏଣିକି ଗାଡି ଚଲାଇବା ବେଳେ ଦରକାର ପଡିବନି ଡିଏଲ ଓ ଅନ୍ୟ କାଗଜ ପତ୍ର । ଯଦି ଚାଳକ ଗାଡିକାଗଜ ପତ୍ର ସାଙ୍ଗରେ ନେଇ ନାହିଁନ୍ତି ତେବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ନାହିଁ । କିନ୍ତୁ ଚାଳକଙ୍କୁ ନିଜ ମୋବାଇଲର ଡିଜି ଲକ ଆପ ଓ ଏମ. ପରିବହନ ଆପରେ ଡିଜିଟାଲ

ଆସିଲା ଅନଲକ-୫ ଗାଇଡଲାଇନ

ନୂଆଦିଲ୍ଲୀ- ଆଜିଠାରୁ ଦେଶରେ ଅନଲକ-୫ କାର୍ଯ୍ୟକାରୀ ହେବ । ସେଥିପାଇଁ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଅନଲାକ -୫ରେ ସାଧାରଣ ସମାବେଶରେ ଯୋଗଦେବାକୁ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି । କଂଟେନମେଂଟ ଜୋନରେ ହେବାକୁ ଥିବା ସାମଜିକ, ରାଜନୀତିକ, ଧାର୍ମିକ ଓ

ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ

ଉତରପ୍ରଦେଶ- ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିସହିତ ପୀଡିତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଯୋଗାଇ ଦେବେ ଏବଂ ସେମାନଙ୍କ

ବାଲେଶ୍ୱର ସଟଡାଉନ ନିଷ୍ପତିକୁ ବିରୋଧ କରି ୨ ସଂଘ ମୁହାଁମୁହିଁ

ବାଲେଶ୍ୱର- କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ଯୋଗୁଁ ଏହି ଜିଲ୍ଲାକୁ ପୁଣି ଥରେ ସଟଡାଉନ ଘୋଷଣା ନିଷ୍ପତିକୁ ନେଇ ୨ ବ୍ୟବସାୟିକ ସଂଘ ମୁହାଁମୁହିଁ ହୋଇଛନ୍ତି । ଚାମ୍ବର ଅଫ ଇଣ୍ଡଷ୍ଟି୍ର ଆଣ୍ଡ କମର୍ସ ସମର୍ଥନ କରିଥିବା ବେଳେ ବିରୋଧ କରିଛି କପଡା ଦୋକାନୀ ସଂଘ । ଏନେଇ ଜିଲ୍ଲା

ପିଏମ୍ କେୟାର୍ସ ପାଣ୍ଠିକୁ କର୍ମଚାରୀଙ୍କ ୨୦୦ କୋଟି ଟଙ୍କା ଦାନ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଅତିକମରେ ସାତୋଟି ସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ ସାତୋଟି ପ୍ରମୁଖ ଆର୍ଥିକ ପ୍ରତିଷ୍ଠାନରୁ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗଠିତ ହୋଇଥିବା ପିଏମ୍ କେୟାର୍ସ ପାଣ୍ଠିକୁ ୨୦୦ କୋଟିରୁ ଅଧିକ

୨୮ ବର୍ଷ ପରେ…

ବିବାଦୀୟ ବାବ୍ରି ମସଜିଦ ଭଙ୍ଗାଯିବା ଘଟଣାର ୨୮ ବର୍ଷ ପରେ ଏହି ଗୃରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ ପାଇଛି । ବର୍ଷେ ବା ୨ ବର୍ଷ ନୁହେଁ; ଏକରିକି ୧୦ ବର୍ଷ ମଧ୍ୟ ନୁହେଁ, ଏହା ପୂର୍ବର ଘଟଣା ୨୮ ବର୍ଷ ପୂର୍ବରୁ ହଜାର ହଜାର କରସେବକ ଉତରପ୍ରଦେଶରେ ରୁଣ୍ଡହୋଇଥିଲା ବେଳେ ଦୀର୍ଘବର୍ଷ

ନିର୍ମାଣ ଓ ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ଚାପମୁକ୍ତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: : ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଥମ କ୍ୱାର୍ଟର ୨୩.୯% ଜିଡିପିରେ ହ୍ରାସ ସହ ଭାରତୀୟ ଅର୍ଥନୀତି ଚଳିତ ଦଶନ୍ଦିର ସବୁଠାରୁ ଖରାପ ସ୍ଥିତିରେ ରହିଛି । ଏହା ମଧ୍ୟରେ ରିୟଲ ଇଷ୍ଟେଟ୍ କ୍ଷେତ୍ର ୫.୩%, ହୋଟେଲ ଶିଳ୍ପ-୪୭% ଏବଂ ନିର୍ମାଣ ଶିଳ୍ପ କ୍ଷେତ୍ର ୫୭ରେ ରହିଛି । ଏହି ସମୟରେ

ଚୀନର ୧୯୫୯ ଏଲ୍ଏସି ସଂଜ୍ଞା ଠିକ୍ ନୁହେଁ: ଭାରତ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ପୂର୍ବ ଲଦାଖରେ ଛକପଞ୍ଝା ଅବସ୍ଥାରେ ଗତ କିଛିମାାସ ହେଲା ଭାରତ ମଧ୍ୟକୁ ଚୀନ୍ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇ ଆସୁଛି । ଏଭଳି ପରିସ୍ଥିତିରେ ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ସମ୍ପର୍କରେ

ଏସବିଆଇର କାର୍, ସୁନା, ବ୍ୟକ୍ତିଗତ ଋଣ ଉପରେ ପ୍ରୋସେସିଂ ଫି’ ଛାଡ଼

ଭୁବନେଶ୍ୱର: ଏହି ଉତ୍ସବ ଋତୁରେ ଖୁଚୁରା ବର୍ଗର ଗ୍ରାହକମାନଙ୍କୁ ଖୁସି କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ କେତେକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ୟୋନୋ ଜରିଆରେ କାର୍, ସୁନା କିମ୍ବା ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରୁଥିବା ଗ୍ରାହକମାନଙ୍କ ପାଇଁ ପ୍ରୋସେସିଂ ଫି'

ଗାନ୍ଧୀ ଜୟନ୍ତୀରେ ଖୋଲିବ ଚନ୍ଦକା ହସ୍ତୀ ଅଭୟାରଣ୍ୟ

ଭୁବନେଶ୍ୱର: ମହାମାରୀ କଟକଣା ପାଇଁ ମାର୍ଚ୍ଚ ୨୭ ତାରିଖରୁ ଦର୍ଶକଙ୍କ ପାଇଁ ବନ୍ଦ ରହିଥିବା ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୨ ତାରିଖରେ ପୁଣି ଖୋଲିବ । ଗାନ୍ଧୀ ଜୟନ୍ତୀ ଅବସରରେ କରୋନା କଟକଣା ନିୟମାନୁସାରେ ଏହି ଅଭୟାରଣ୍ୟ ଦର୍ଶକମାନଙ୍କ ପାଇଁ ଖୋଲା ରହିବ । ତେଣୁ