ବିଶ୍ୱର ଦୀର୍ଘତମ ସୁଡଙ୍ଗ ପଥ ‘ଅଟଳ ଟନେଲ୍’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ହିମାଚଳ ପ୍ରଦେଶର ଲାହୌଲ ଉପତ୍ୟକାର ବାସିନ୍ଦାଙ୍କ ପାଇଁ ଏକ ବଡ ଦିନ । ଆଜି ସେଠାରେ ପାର୍ବତ୍ୟ ଅଞ୍ଚଳରେ ଗମନାଗମନ ଦୃଷ୍ଟିରୁ ଗୁରୁତ୍ୱ ବହୁ ବହନ କରୁଥିବା ‘ଅଟଳ ଟନେଲ୍’ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ ସୁଡଙ୍ଗ ପଥ ‘ ଅଟଳ ଟନେଲ’ର…

୩୦୫୩ ନୂଆ ପଜିଟିଭ୍ ଚିହ୍ନଟ : ମୃତ୍ୟୁ ସଂଖ୍ୟା ୧୭

ଭୁବନେଶ୍ୱର: ରାଜ୍ୟରେ ଆଜି ୩୦୫୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୦୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୪୯ ଆକ୍ରାନ୍ତ ଅଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ…

ଟ୍ରମ୍ପଙ୍କୁ କରୋନା : ଆର୍ମି ମେଡିକାଲରେ ଭର୍ତି

ୱାସିଂଟନ : କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ଚିକିତ୍ସା ପାଇଁ ମ୍ୟାରିଲେଣ୍ଡ ୱାଲଟର ରିଡ୍ ମିଲଟାରୀ ହସ୍ପିଟାଲରେ ଭର୍ତି କରାଯାଇଛି । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ ମଧ୍ୟ ତାଙ୍କ…

ହାଥରସ ଅଭିମୁଖେ ପୁଣି ରାହୁଲ ଓ ପ୍ରିୟଙ୍କା

ଲକ୍ଷେ୍ନ: ହାଥରସ ଗଣବଳତ୍କାର ଓ ହତ୍ୟାର ଶିକାର ହୋଇଥିବା ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଶନିବାର ଦ୍ୱିତୀୟ ଥର ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଆଉ ୩୫ଜଣ କଂଗ୍ରେସ ସାଂସଦ ଯାତ୍ରା ଆରମ୍ଭ କରିଛନ୍ତି । ସେମାନେ ଡିଏନଡିରେ ପହଞ୍ଚିବା ପରେ ରାଜ୍ୟ…

ଗଣତନ୍ତ୍ରରେ ଅହିଂସା ଓ ରାଷ୍ଟ୍ର

ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷ ଏକ ବିରାଟ ଭୁଖଣ୍ଡ, ଯାହାର ଜନସଂଖ୍ୟା ୨୦୨୦ରେ ପାଖାପାଖି ୧୪୦ କୋଟିରେ ରହିଛି । ଆମ ରାଷ୍ଟ୍ରକୁ ଜନସଂଖ୍ୟାରେ ଟପିଥିବା ରାଷ୍ଟ୍ର କହିଲେ, ଏହା ଆମର ପଡୋଶୀ ରାଷ୍ଟ୍ର ଚାଇନାକୁ ବୁଝାଏ । କିନ୍ତୁ ଆବାହମାନ କାଳରୁ ମନୁଷ୍ୟସମାଜ ଏକତ୍ରିତ ଭାବେ ବସବାସ କରିବାକୁ…

କୃଷି କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ବାଲିକୁଦା: କୃଷି କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବାଲିକୁଦା ନବ ନିର୍ମାଣ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି । ସାର କଳାବଜାରୀ ପ୍ରସଂଗରେ ସଂଗଠନ ଏହି ପନ୍ଥା ଆପଣେଇଥିଲା । ପରେ ସହକାରୀ କୃଷି ଅଧିକାରୀ ବଳଦେବ ମହାପାତ୍ର, ସହକାରୀ କୃଷି ଅଧିକାରୀ ସ୍ମୃତିକାନ୍ତ ଜେନା, ମାଛଗାଁ…

କୋଭିଡ୍ ପାଇଁ କ୍ରିକେଟ୍ ଟୁର୍ଣ୍ଣାମେଂଟ ବନ୍ଦ କଲା ପ୍ରଶାସନ

ଚମ୍ପୁଆ: କୋଭିଡ୍-୧୯ ନିୟମକୁ ଖୋଲାଖୋଲି ଉଲଂଘନ କରି ଶତାଧିକ ଲୋକଙ୍କ ଉପସ୍ଥିତିରେ କ୍ରିକେଟ୍ ଟୁର୍ଣ୍ଣାମେଂଟ ଆୟୋଜନ କରିବା ମହଙ୍ଗା ପଡ଼ିଛି ଆୟୋଜକଙ୍କୁ । ପ୍ରଶାସନ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଂଟ ବନ୍ଦ କରାଯିବା ସହ ଆୟୋଜକଙ୍କଠାରୁ ୫ହଜାର ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଇଛି ।…

ଯାଜପୁର ଜିଲ୍ଲାରେ ମନେରଗା ମଜୁରୀ ୨୯୮ହେଲା

ଯାଜପୁର: ଭାରତ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏକ ଆଇନ ପ୍ରଣୟନ ମାଧ୍ୟମରେ ୨୦୨୦-୨୧ ବାର୍ଷିକ ଯୋଜନା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କ ପାରିଶ୍ରମିକ ବୃଦ୍ଧି କରିଚ୍ଥନ୍ତି । ଏହି ଆଇନ ଅନୁସାରେ ଯେଉଁମାନେ ଜାତୀୟ…

ଶବଦାହ ପାଇଁ କାଠ ଅଭାବ

ଯୋଡା: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାର ବିଭିନ୍ନ ସମସ୍ୟା ମଧ୍ୟରୁ ଶବଦାହ ନିମନ୍ତେ କାଠ ଯୋଗାଡ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ହେକ୍ଟର ହେକ୍ଟର ଜଙ୍ଗଲ ପରିସୀମା ମଧ୍ୟରେ ଯୋଡା ସହର ଅବସ୍ଥିତ ଥିଲେ ମଧ୍ୟ ଦୀପ ତଳ ଅନ୍ଧାର ସଦୃଶ୍ୟ ଦୈବାତ କାହାର ମୃତ୍ୟୁ…

‘ମୋ’ ସାଇକେଲ୍ ଗୋଟାକୁ ୨୫ ହଜାର!

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ବିଭିନ୍ନ ଛକ, ବସ୍ କୁ୍ୟ ସେଲ୍ଟର ନିକଟରେ ଯେଉଁ ‘ମୋ ସାଇକେଲ୍’ ରଖାଯାଇଛି ତାହାର ଦାମ୍ କେତେ ଜାଣିଛନ୍ତି? ଆଶ୍ଚର୍ଯ୍ୟର ବିଷୟ ଏହି ସାଇକେଲ୍ ଦାମ୍ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍ସିଏଲ୍) ର ମାତ୍ର କିଛି ହାତଗଣତି ଅଧିକାରୀଙ୍କୁ ଛାଡ଼ିଦେଲେ…