୨୪ଘଣ୍ଟାରେ ୭୪,୪୪୨ କରୋନା ଆକ୍ରାନ୍ତ ଚିହ୍ନଟ, ୭୬,୭୩୭ଜଣ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ହଜାର ଉପରେ ରହୁଛି। ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ଘଣ୍ଟା ମଧ୍ୟରେ ୭୪ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଆଜି ଗତ ୨୪ଘଣ୍ଟାରେ ୭୪,୪୪୨…

୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଗଞ୍ଜେଇ ଚୋରା ଚାଲାଣ । ପୁଣି ଏଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର ସର୍ଗିଗୁଡା ଗାଁ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର…

୨୬୧୭ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୨୬୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୨୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ…

ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତି ପାଳିତ

ଯାଜପୁର: ଦଶରଥପୁର ବ୍ଳକର ବିଭିନ୍ନ ଅଂଚଳରେ ଜାତୀର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କୋଭିଡ୍ ୧୯ କଟକଣାକୁ ଦୃଷ୍ଟିରେ ରଖି ଦଶରଥପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର…

ନିର୍ମାଣ ପରେ ବି’ପାଇଖାନା ଅନୁପଯୋଗୀ

ଚମ୍ପୁଆ: ଗ୍ରାମାଚଂଳରେ ନିର୍ମାଣ କରାଯାଇଥିବା ପାଇଖାନା କାମରେ ଲାଗୁନଥିବା ତଥା ନିର୍ମାଣର ୨ ବର୍ଷ ପରେ ବି ଏହା ବ୍ୟବହାର ହେଉ ନଥିବା ଅଭିଯୋଗ ହୋଇଛି । ଏହାର ଜ୍ୱଳନ୍ତ ପ୍ରମାଣ ଚମ୍ପୁଆ ବ୍ଲକ ବଡନଈ ପଂଚାୟତରଅନ୍ତର୍ଗତ ସାନନଈ ଗ୍ରାମର ଢୁଡାସାହିରେ । ସୂଚନା ଅନୁସାରେ ଆର୍ଥିକ ବର୍ଷ…

ରାଜଧାନୀରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି । ଏଥିରେ ଶମ୍ଭୁ ନାମରେ ପରିଚିତ ଏକ ମିଠା ଦୋକାନୀଙ୍କୁ ହତ୍ୟା କରାଯାଇଥିବା ପ୍ରକାଶ । ଭୁବନେଶ୍ୱର-ପୁରୀ ରାସ୍ତାରେ ସାମନ୍ତାରାପୁର ଠାରେ ହତ୍ୟା କରାଯାଇଥିବା ଉପରୋକ୍ତ ଯୁବକଙ୍କ ମିଠା ଦୋକାନ ରହିଛି । ପୂର୍ବ ଶତୃତା…

ହାଥରସ ଗଣଦୁଷ୍କର୍ମ :କଂଗ୍ରେସ ପକ୍ଷରୁ ମୋଦି, ଯୋଗୀଙ୍କ କୁଶପୁତଳିକା ଦାହ

ଯାଜପୁର: ଉତରପ୍ରଦେଶର ହାଥରସ ଦଳିତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କାରୀମାନଙ୍କୁ ଫାସୀ ଦଣ୍ଡରେ ଦଣ୍ଡି କରାଯିବା ସହିତ ଉତରପୁଲିସର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପ୍ରତି ହୋଇଥିବା ର୍ଦୁବ୍ୟବହାରକୁ କଂଗ୍ରେସ ପ୍ରତିବାଦ କରିଛି । ଏଥିନେଇ ଆଜି ଦଶରଥପୁର ବ୍ଲକ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ…

‘ସ୍ୱଚ୍ଛ ଭାରତ’ ପାଳନ କଲା ଲାୟନ୍ସ କ୍ଲବ ସ୍ମାଇଲ

ଭୁବନେଶ୍ୱର: ଅକ୍ଟୋବର ୨.୧୦୨୦୨୦ ତରିଖ, ପବିତ୍ର ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଅବସରରେ ଲାୟନ୍ସ କ୍ଲବ ସ୍ମାଇଲ, ଭୁବନେଶ୍ୱର ଆନୁକୂଲ୍ୟରେ ‘ସ୍ୱଚ୍ଛ ଭାରତ’ ୟୁନିଟ ୨ ହାଟର ପାର୍କିଂରେ ପାଳନ ହେଇଥିଲା । କ୍ଲବର ସଭାପତି ଶ୍ରୀମତୀ ସସ୍ମିତା ସ୍ୱାଇଁ, ଉପ ସଭାପତି ପ୍ରସନ୍ନଜିତ୍ ମିିତ୍ର ସଂପାଦକ…

ବନ୍ୟାରେ ଉଠାଜଳସଚେନର ୧୮୬ ପ୍ରକଳ୍ପ ଅଚଳ, ମରାମତି ପାଇଁ ଦାବୀ

ଚମ୍ପୁଆ: ଚମ୍ପୁଆ ଉପଖଣ୍ଡର ବିଭିନ୍ନ ଗ୍ରାମର ଚାାଷୀମାନେ ପାଣି ପଂଚାୟତ ଗଠନ କରି ବିଭିନ୍ନ ଜଳଉସô ଗୁଡିକରୁ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମ ଚାଷ କରି ଆସୁଥିଲେ । କିନ୍ତୁ୍ ଚଳିତ୨୦୨୦ମସିହା ଅଗଷ୍ଟ ୨୬/୨୭ ତାରିଖରେ ଚମ୍ପୁଆ ଉପଖଣ୍ଡରେ ପ୍ରବଳ ବର୍ଷା ହେବାୁର ନଦୀବଢ଼ି ହୋଇ ଥିଲା । ଫଳରେ…

୫୦:୫୦ଆସନ ବାଣ୍ଟିବା ନେଇ ରାଜି ହେଲେ ବିଜେପି-ଜେଡିୟୁ

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ୫୦:୫୦ ଆସନ ବାଣ୍ଟିବା ଫର୍ମୁଲାକୁ ଆପଣାଇଛନ୍ତି। ଖୁବ ଶୀଘ୍ର ଏ ନେଇ ଏକ ସରକାରୀ ଘୋଷଣା କରାଯିବ ବୋଲି ସୂଚନା…