ପୋକ ଖାଇଗଲା ୧୫ କୁଇଂଟାଲ୍ ‘ଚୁଡ଼ା ଗୁଡ଼’ ରିଲିଫ୍ ସାମଗ୍ରୀ
କେନ୍ଦ୍ରାପଡ଼ା: କେନ୍ଦ୍ରପଡ଼ା ବ୍ଲକ୍ କାର୍ଯ୍ୟାଳୟରେ ଖତ ଖାଉଛି ୧୫ କୁଇଂଟାଲ ଚୁଡା-ଗୁଡ଼ ଅମ୍ଫାନ ବାତ୍ୟା ବିପନ୍ନଙ୍କୁ ଦେବା ପାଇଁ ଆସିଥିବା ଏହି ରିଲିଫ୍ ସାମଗ୍ରୀ ବଂଟା ନହୋଇ ଏଭଳି ପୋକ ଖାଇବା ପ୍ରଶାସନର ଦାୟିତ୍ୱହୀନତାକୁ ପଦାରେ ପକାଇଛି । ଗୋଟିଏ ପଟେ ବିପିନ୍ନ ଭୋକଉପାସରେ ଛଟପଟ!-->…