୪ ଶିଳ୍ପସଂସ୍ଥାରେ ୩୪,୧୦୫ ନିଯୁକ୍ତି

ଭୁବନେଶ୍ୱର: ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡ଼ଜିଲ୍ଲାରେ ଥିବା ୪ଟି କାରଖାନାରେ ୩୪,୧୦୫ ଜଣ ଲୋକ କର୍ମସଂସ୍ଥାନ ପାଇଛନ୍ତି ।ଏହିସବୁକାରଖାନା ୭୬,୬୧୮.୬୪ କୋଟିଟଙ୍କାବ୍ୟୟରେ ପ୍ରତିଷ୍ଠିତହୋଇଛି । ବିଜେପି ବିଧାୟିକାକୁ ସୁମଟେଟେଙ୍କ ଏକ ପ୍ରଶ୍ନରଉତ୍ତରରେ ଶିଳ୍ପମନ୍ତ୍ରୀ…

ବାଲେଶ୍ୱର ଉପ-ନିର୍ବାଚନକୁ ନେଇ ତତ୍ପରତା

ବାଲେଶ୍ୱର: ବାଲେଶ୍ୱର ସଦର ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି । ପ୍ରମୁଖ ରାଜନୈତିକ ଦଳର ନେତାମାନେ ବିଭିନ୍ନ ପଞ୍ଚାୟତରେ ନିଜ ନିଜର କର୍ମୀମାନଙ୍କୁ ନେଇ ସମ୍ମିଳନୀ ଆୟୋଜନ କରିବା ସହ ସେମାନଙ୍କୁ ସଫଳତାର ମନ୍ତ୍ର ଦେଉଛନ୍ତି…

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ତାଳଚେର: ତାଳଚେର ଟାଉନ ଥାନା ଅନ୍ତର୍ଗତ କଣ୍ଢାଳ ଗ୍ରାମ ବସଷ୍ଟାଣ୍ଡ ନିକଟସ୍ଥ ୧୪୯ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ିଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ତାଳଚେର ଟାଉନ ୪ନମ୍ବର ୱାଡର଼୍ ସିଂହସାହିର ମଦନ ଦାସ (୩୮) ପରିବା ବ୍ୟବସାୟ କରିଥାନ୍ତି । ଆଜି ସକାଳ…

ରୋଟାରୀ କ୍ଲବ ପକ୍ଷରୁ ଆନ୍ତର୍ଜାତିକ ବୟସ୍କ ଜନ ଦିବସ

ଭୁବନେଶ୍ୱର: ରୋଟାରୀ କ୍ଲବ ପକ୍ଷରୁ ଆନ୍ତର୍ଜାତିକ ବୟସ୍କ ଜନ ଦିବସ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଭାପତି ଭାବଗ୍ରାହୀ ମହାନ୍ତି ଅଧ୍ୟକ୍ଷତା କରିବା ସହିତ ସାମ୍ପ୍ରତିକ ସମାଜରେ ବରିଷ୍ଠ ନାଗରିକଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ…

ଟ୍ରକ ଧକ୍କାରେବାଇକ ଆରୋହୀମୃତ

ଚମ୍ପୁଆ: ୫୨୦ ନଂ ଜାତୀୟରାଜପଥର ରିମୁଳୀ ଠାରୁ ଯୋଡା ରାଜପଥ ମରଣଯନ୍ତା ପାଲଟିଛି । ଆଜିଏହିରାଜପଥର ବାସୁଦେବପୁରଛକ ନିକଟରେଜଣେବାଇକ ଆରୋହୀକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀର ମୃତ୍ୟୁ ଘଟିଛି ।ମୃତବ୍ୟକ୍ତିର ନାମଋଷିମହାନ୍ତ । ତାଙ୍କ ଘର ଚମ୍ପୁଆ ଥାନା ଅନ୍ତର୍ଗତ ଯୋଡା…

ଦୁର୍ବଳ ହେଉଛି କରୋନା ଭୂତାଣୁ

ୱାସିଂଟନ୍: କରୋନା ଭାଇରସ୍ ସଂକ୍ରମଣ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି । ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଘରର କବାଟ ଏବଂ ଲିପ୍ଟର ବଟନ୍ ଦବାଇବାବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି ।…

ପଞ୍ଜୀକୃତ ବିଦେଶ ଫେରନ୍ତାଙ୍କୁ ଟଙ୍କା ମିଳିଲାନି: ୨୫୦୦ରୁ ପାଇଲେ ୪୫୦!

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ବିଦେଶ ଫେରନ୍ତାଙ୍କୁ ନାମ ପଞ୍ଜୀକରଣ କରି ୧୪ ଦିନିଆ ସଙ୍ଗରୋଧରେ ରହିବାକୁ କହିଥିଲେ । ଯିଏ ସଙ୍ଗରୋଧରେ ରହିବେ, ତାଙ୍କୁ ୧୫ ହଜାର ଟଙ୍କା ଲେଖାଲଏଁ ସହାୟତା ଦେବାକୁ ବି ଲୋଭ ଦେଖାଥିଲେ । ମାର୍ଚ୍ଚ ୧୬ରେ ହୋଇଥିବା ଏହି ଘୋଷଣାର…

ରାଜ୍ୟରେ ପ୍ରତିଦିନ ଗଡ଼ୁଛି ୩ରୁ ୪ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ହତ୍ୟାର ଶିକାର ହେଉଛନ୍ତି ୩ରୁ ୪ ଜଣ । ପ୍ରତିଦିନ କେଉଁଠି ନା କେଉଁଠି ମୁଣ୍ଡ ଗଡୁଛି । ପୂର୍ବ ଶତ୍ରୁତା ହେଉ କି ବ୍ୟାବସାୟିକ ଶତ୍ରୁତା, ଲୋଭ କିମ୍ବା ଯୌତୁକଜନିତ ହତ୍ୟା, ଏମିତି ପ୍ରତ୍ୟେକ ଦିନ ହତ୍ୟାର ଶିକାର ହେଉଛନ୍ତି ଲୋକ । କେତେକ ଘଟଣାରେ ପରିବାର…

କାକଟପୁରରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଦାବି କଲା ଯୁବଛାତ୍ର ସଂଗଠନ

କାକଟପୁର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସମଗ୍ର ଦେଶରେ ପାଳନ ହେଉଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡ଼ିଶାର ଅନେକ ଜାଗାରେ ଗାନ୍ଧିଜୀଙ୍କ ମୂର୍ତ୍ତି ସ୍ଥାପନ ହୋଇନାହିଁ । ଏଥିରୁ ବାଦ ପଡ଼ିନି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କାକଟପୁର ଅଞ୍ଚଳ । ଗାନ୍ଧୀ ମୂର୍ତ୍ତି ନଥିବାରୁ…

ଟିକା ୨୦୨୧ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଦିଆଯିବ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦେଶର ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ପ୍ରାୟ ୨୫ କୋଟି ଲୋକଙ୍କୁ ଜୁଲାଇ ୨୦୨୧ ଦୁଦ୍ଧା ସରକାର କୋଭିଡ ଟିକା ଦେବାପାଇଁ ଯୋଜନା କରୁଛନ୍ତି । ସରକାର ଏଥିପାଇଁ ୪୦୦ରୁ ୫୦୦ ନିୟୁତ ଟିକା ଡୋଜ୍ ଗ୍ରହଣ କରିବେ ଏବଂ ଏହାର ସମାନ ବଂଟନ ସୁନିଶ୍ଚିତ କରାଇବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ…