ବାଲେଶ୍ୱର ସଟଡାଉନ ନିଷ୍ପତିକୁ ବିରୋଧ କରି ୨ ସଂଘ ମୁହାଁମୁହିଁ

ବାଲେଶ୍ୱର- କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ଯୋଗୁଁ ଏହି ଜିଲ୍ଲାକୁ ପୁଣି ଥରେ ସଟଡାଉନ ଘୋଷଣା ନିଷ୍ପତିକୁ ନେଇ ୨ ବ୍ୟବସାୟିକ ସଂଘ ମୁହାଁମୁହିଁ ହୋଇଛନ୍ତି । ଚାମ୍ବର ଅଫ ଇଣ୍ଡଷ୍ଟି୍ର ଆଣ୍ଡ କମର୍ସ ସମର୍ଥନ କରିଥିବା ବେଳେ ବିରୋଧ କରିଛି କପଡା ଦୋକାନୀ ସଂଘ । ଏନେଇ ଜିଲ୍ଲା…

ପିଏମ୍ କେୟାର୍ସ ପାଣ୍ଠିକୁ କର୍ମଚାରୀଙ୍କ ୨୦୦ କୋଟି ଟଙ୍କା ଦାନ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଅତିକମରେ ସାତୋଟି ସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ ସାତୋଟି ପ୍ରମୁଖ ଆର୍ଥିକ ପ୍ରତିଷ୍ଠାନରୁ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗଠିତ ହୋଇଥିବା ପିଏମ୍ କେୟାର୍ସ ପାଣ୍ଠିକୁ ୨୦୦ କୋଟିରୁ ଅଧିକ…

୨୮ ବର୍ଷ ପରେ…

ବିବାଦୀୟ ବାବ୍ରି ମସଜିଦ ଭଙ୍ଗାଯିବା ଘଟଣାର ୨୮ ବର୍ଷ ପରେ ଏହି ଗୃରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ ପାଇଛି । ବର୍ଷେ ବା ୨ ବର୍ଷ ନୁହେଁ; ଏକରିକି ୧୦ ବର୍ଷ ମଧ୍ୟ ନୁହେଁ, ଏହା ପୂର୍ବର ଘଟଣା ୨୮ ବର୍ଷ ପୂର୍ବରୁ ହଜାର ହଜାର କରସେବକ ଉତରପ୍ରଦେଶରେ ରୁଣ୍ଡହୋଇଥିଲା ବେଳେ ଦୀର୍ଘବର୍ଷ…

ନିର୍ମାଣ ଓ ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ଚାପମୁକ୍ତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: : ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଥମ କ୍ୱାର୍ଟର ୨୩.୯% ଜିଡିପିରେ ହ୍ରାସ ସହ ଭାରତୀୟ ଅର୍ଥନୀତି ଚଳିତ ଦଶନ୍ଦିର ସବୁଠାରୁ ଖରାପ ସ୍ଥିତିରେ ରହିଛି । ଏହା ମଧ୍ୟରେ ରିୟଲ ଇଷ୍ଟେଟ୍ କ୍ଷେତ୍ର ୫.୩%, ହୋଟେଲ ଶିଳ୍ପ-୪୭% ଏବଂ ନିର୍ମାଣ ଶିଳ୍ପ କ୍ଷେତ୍ର ୫୭ରେ ରହିଛି । ଏହି ସମୟରେ…

ଚୀନର ୧୯୫୯ ଏଲ୍ଏସି ସଂଜ୍ଞା ଠିକ୍ ନୁହେଁ: ଭାରତ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ପୂର୍ବ ଲଦାଖରେ ଛକପଞ୍ଝା ଅବସ୍ଥାରେ ଗତ କିଛିମାାସ ହେଲା ଭାରତ ମଧ୍ୟକୁ ଚୀନ୍ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇ ଆସୁଛି । ଏଭଳି ପରିସ୍ଥିତିରେ ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ସମ୍ପର୍କରେ…

ଏସବିଆଇର କାର୍, ସୁନା, ବ୍ୟକ୍ତିଗତ ଋଣ ଉପରେ ପ୍ରୋସେସିଂ ଫି’ ଛାଡ଼

ଭୁବନେଶ୍ୱର: ଏହି ଉତ୍ସବ ଋତୁରେ ଖୁଚୁରା ବର୍ଗର ଗ୍ରାହକମାନଙ୍କୁ ଖୁସି କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ କେତେକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ୟୋନୋ ଜରିଆରେ କାର୍, ସୁନା କିମ୍ବା ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରୁଥିବା ଗ୍ରାହକମାନଙ୍କ ପାଇଁ ପ୍ରୋସେସିଂ ଫି'…

ଗାନ୍ଧୀ ଜୟନ୍ତୀରେ ଖୋଲିବ ଚନ୍ଦକା ହସ୍ତୀ ଅଭୟାରଣ୍ୟ

ଭୁବନେଶ୍ୱର: ମହାମାରୀ କଟକଣା ପାଇଁ ମାର୍ଚ୍ଚ ୨୭ ତାରିଖରୁ ଦର୍ଶକଙ୍କ ପାଇଁ ବନ୍ଦ ରହିଥିବା ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୨ ତାରିଖରେ ପୁଣି ଖୋଲିବ । ଗାନ୍ଧୀ ଜୟନ୍ତୀ ଅବସରରେ କରୋନା କଟକଣା ନିୟମାନୁସାରେ ଏହି ଅଭୟାରଣ୍ୟ ଦର୍ଶକମାନଙ୍କ ପାଇଁ ଖୋଲା ରହିବ । ତେଣୁ…

ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷା ସଫଳ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ ଅନ୍ତରୀଣ ପରୀକ୍ଷଣ ଘାଟିରୁ ଆଜି ସୁପରସୋନିକ୍ କ୍ରୁଜ୍ କ୍ଷେପରାସ୍ତ୍ର ‘ବ୍ରହ୍ମୋସ’ ବ୍ୟାବହାରିକ ପରୀକ୍ଷା ସଫଳ ହୋଇଛି । ଆଜି ସକାଳ ୧୦ଟା ୨୭ରେ ଏହି ପରୀକ୍ଷଣ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚ୍ ପ୍ୟାଡରୁ ପରୀକ୍ଷା କରାଯାଇଥିଲା…

ପ୍ରକାଶ ପାଇଲା ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ

ବବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଅଜି ପ୍ରକାଶ ପାଇଛି । ଲକ୍ଷେ୍ନ ସିବିଆଇ ସ୍ପେଶାଲ କୋର୍ଟ ଏହି ମାମଲାର ରାୟ ଶୁଣାଣି କରି ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ରାୟ ଶୁଣାଣି କରି କୋର୍ଟ କହିଛନ୍ତି ଦୋଷୀ ସାବ୍ୟସ୍ତ ପାଇଁ କୌଣସି ଠୋସ ପ୍ରମାଣ ନାହିଁ । ବାବ୍ରୀ ମସଜିଦ ଭଙ୍ଗାକୁ…

କରୋନା ମହାମାରୀ ସମୟରେ ଓଡିଶା ଫେରିଛନ୍ତି ୮ ଲକ୍ଷ ୫୩ ହଜାର ୭୭୭ ପ୍ରବାସୀ ଓଡିଆ

ଭୁବନେଶ୍ୱର- କରୋନା ମହାମାରୀ ସମୟରେ ଓଡିଶାକୁ ଫେରିଛନ୍ତି ୮ ଲକ୍ଷ ୫୩ ହଜାର ୭୭୭ ପ୍ରବାସୀ ଓଡିଆ । ଗୁଜୁରାଟ, ତାମିଲନାଡୁ ଓ କେରଳ ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ୨୭୭ଟି ଶ୍ରମିକ ସ୍ପୋଶାଲ ଟ୍ରେନର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ରାଜ୍ୟ ସରକାର ପୂର୍ବତଟ ରେଲବାଇକୁ ୯…