ସବୁ ସମ୍ପତି ହରାଇପାରନ୍ତି ଅନିଲ
ଲଣ୍ଡନ: ଧୀରୁଭାଇ ଅମ୍ବାନିଙ୍କ ସାପ ପୁଅ ତଥା ଭାରତର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନିଙ୍କ ସାନ ଭାଇ ଅନିଳ ଅମ୍ବାନିଙ୍କ ହାତରୁ ସବୁ ସମ୍ପତି ଚାଲିଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି । ଚୀନ୍ର ତିନି ସରକାରୀ ବ୍ୟାଙ୍କକୁ ଅନିଲ ୫୨୭୬ କୋଟି ଟଙ୍କା ଦେବା ବାକି ଅଛି । ନିଜର ବନ୍ଦ ହୋଇଯାଇଥିବା!-->…