ଆଉ ଜଣେ ବଣମଲ୍ଲି ବିରଜିନି

ରାୟଗଡ଼ା : ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ଝିଅ ନିମିତା ମେଲେକା କିଛିଦିନ ତଳେ ସୁମଧୁର ଗୀତ ଗାଇ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ତାଙ୍କ ପରି ଆଉ ଜଣେ ବଣମଲ୍ଲି ବିରଜିନି ୩ଟି ଭାଷାରେ ଗୀତ ଗାଇ ପ୍ରଶଂସା ସାଉଁଣ୍ଟିବାରେ ଲାଗିଛନ୍ତି। ତାଙ୍କର ବୟସ ମାତ୍ର ୧୭…

ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଫଳରେ ରାଜ୍ୟ​ରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ଵର ଓ କଟକ ଓ ବାଲେଶ୍ଵରରୁ ଆଜି ୩ ଜଣ ଜଣ ଲେଖାଏଁ…

ବିଶ୍ୱ ହୃତପିଣ୍ଡ ଦିବସ

ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ପାଳିତ ହୁଏ ‘ବିଶ୍ୱ ହୃତପିଣ୍ଡ ଦିବସ’ । ସାଧାରଣ ଲୋକଙ୍କୁ ହୃତପିଣ୍ଡର ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ହୃତପିଣ୍ଡ ସମଗ୍ର ଶରୀରକୁ ଶକ୍ତି ଦେଇଥାଏ । ଏହାର ସ୍ୱାସ୍ଥ୍ୟ, ସାରା ଶରୀରର ସ୍ୱାସ୍ଥ୍ୟ । ନିଜ…

ଏମ୍ସ ରିପୋର୍ଟରେ ବଡ଼ ଖୁଲାସା : ସୁଶାନ୍ତଙ୍କ ଶରୀରରେ ମିଳିଲା ନାହିଁ ବିଷ

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଦୀର୍ଘ ୪ ମାସ ବିତିସାରିଲାଣି। ମାତ୍ର ଏଯାଏଁ ମଧ୍ୟ ତାଙ୍କ ମୃତୁକୁ ନେଇ ତଦନ୍ତ ଜାରି ରହିଛି। ସୁଶାନ୍ତ ରାଜପୁତଙ୍କ କେସରେ ଏମ୍ସର ଏକ ଡ଼ାକ୍ତରୀ ପ୍ୟାନେଲଙ୍କ ଦ୍ୱାରା ସିବିଆଇକୁ ହସ୍ତାନ୍ତର ହୋଇଥିବା ରିପୋର୍ଟ ମିଳିଥିବା ଜଣାପଡ଼ିଛି।…

ଉତ୍ତରାଖଣ୍ଡରେ ୬ଟି ବଡ଼ ପ୍ରକଳ୍ପକୁ ଉଦ୍‍ଘାଟନ କରିବେ ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ନମାମି ଗଙ୍ଗେ ମିଶନ୍‍ ଅଧୀନରେ  ଉତ୍ତରାଖଣ୍ଡରେ ୬ଟି ବଡ଼ ପ୍ରକଳ୍ପକୁ ଉଦ୍‍ଘାଟନ କରିବେ। ସେହି ପ୍ରକଳ୍ପ ମଧ୍ୟରେ ଦୈନିକ ୬୮ ନିୟୁତ ଲିଟର ନର୍ଦ୍ଦମା ଜଳ ପରିଷ୍କାର କାରଖାନା, ଜଗଜିତପୁରଠାରେ ଦୈନିକ…

୬୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ : ଆଜି ଘୋଷଣା ହୋଇପାରେ ତାରିଖ

ନୂଆଦିଲ୍ଲୀ : ଓଡ଼ିଶାର ୨ଟି ସମେତ ଦେଶରେ ୬୪ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏହି ୬୪ ବିଧାନସଭା ଆସନ ମଧ୍ୟରୁ ୨୮ଟି ଆସନ ମଧ୍ୟପ୍ରଦେଶର। ଏହି ଆସନ ଗୁଡ଼ିକରେ ଉପ-ନିର୍ବାଚନ ପାଇଁ ମଙ୍ଗଳବାର ନିର୍ବାଚନ ଆୟୋଗଙ୍କ ଏକ ବୈଠକ ଅନୁଷ୍ଠିତ ହେଉଛି।…

ମହାସାଗରରେ ସ୍ନାନ କରିବାର ପାଉଣା ୧ ଲକ୍ଷ ୯୩ ହଜାର ଟଙ୍କା!

ସାଧାରଣ ତଥା ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ ଗୋଟିଏ ଦିନରେ ୧ଲକ୍ଷ ୯୩ହଜାର ଟଙ୍କା ଖର୍ଚ୍ଚ କରିବା ସାତ ସପନ ପରି। ଜୀବନତମାମ କଠିନ ପରିଶ୍ରମ କରି ସଞ୍ଚୟ କରିଥିବା ଅର୍ଥକୁ ସେମାନେ ଏଭଳି ଖର୍ଚ୍ଚ କରିବାକୁ ଆଦୌ ଚାହିଁନଥାନ୍ତି। ହେଲେ ଧନିକ ବର୍ଗର ଲୋକଙ୍କ ପାଇଁ ଏହା ଏକ ସାଧାରଣ କଥା। ସେଇ…

୨୦୨୧ ମାର୍ଚ୍ଚରୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍‍ସ ମଶାଲ ରିଲେ

ଟୋକିଓ : ସାରାବିଶ୍ୱରେ କରୋନା ସଂକ୍ରମଣ ଯୋଗୁଁ ଚଳିତବର୍ଷ ଜାପାନ ରାଜଧାନୀ ଟୋକିଓରେ ହେବାକୁ ଥିବା ଗ୍ରୀଷ୍ମକାଳୀନ ଅଲିମ୍ପିକ୍‍ସ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ଏହି ଅଲିମ୍ପିକ୍‍ସର ମଶାଲ ରିଲେ ବା ମଶାଲର ବିଶ୍ୱଭ୍ରମଣ ମଧ୍ୟ ଘୁଞ୍ଚିଯାଇଛି। ଟୋକିଓ ଅଲିମ୍ପିକ୍‍ସ ମଶାଲ ରିଲେ…

କନିଷ୍ଠ ଯନ୍ତ୍ରୀ ନିଖୋଜ, ଥାନାରେ ଅଭିଯୋଗ କଲେ ପରିବାରଲୋକେ

ସୁନ୍ଦରଗଡ଼ : କନିଷ୍ଠ ଯନ୍ତ୍ରୀ ସୁଧିର କୁମାର ନାୟକ ନିଖୋଜ ଥିବା ମଙ୍ଗଳବାର ଜଣାପଡ଼ିଛି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଭସ୍ମା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଭସ୍ମା-କୁଣ୍ଡୁକେଲା ମଝି ସଫେଇ ନଦୀ ପୋଲରୁ ଯନ୍ତ୍ରୀଙ୍କ ବାଇକ ଚପଲ ଜବତ ମିଳିଛି। କନିଷ୍ଠ ଯନ୍ତ୍ରୀଙ୍କ ନିଖୋଜ ଖବର ମିଳିବା…

ଆଉ ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ମଙ୍ଗଳବାର ରାଜ୍ୟରୁ ଆଉ ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୫,୬୭୬କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୫୫, କଟକରୁ ୨୩୦ ଓ ଷ୍ଟେଟ ପୁଲରୁ ୨୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।