ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା ବିଭ୍ରାଟକୁ ଏ.ଆଇ.ଡି.ଏସ୍.ଓ ର ଦୃଢ ନିନ୍ଦା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଏହା ସହିତ ଅନୁବନ୍ଧିତ ବିଭିନ୍ନ ମହିଳା ମହାବିଦ୍ୟାଳୟଗୁଡିକର ସ୍ନାତକ ଶେଷବର୍ଷ ପରୀକ୍ଷା ପରିଚାଳନାରେ ବିଭ୍ରାଟ ଘଟଣାରେ ଏ.ଆଇ.ଡି.ଏସ୍.ଓ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯିବା ସହିତ ଏହି ଘଟଣାକୁ ଦୃଢ ନିନ୍ଦା କରାଯାଇଛି । ସଙ୍ଗଠନର…

ବିଜେପିର ଶତାଧିକ ଯୁବକଙ୍କ ଯୋଗଦାନ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଆଜି ଅନୁଷ୍ଠିତ ହୋଇଯାଇଛି । ଅନ୍ୟାନ୍ୟ ରାଜନୈତିକ ଦଳରୁ ବହୁ କର୍ମୀ ଆଜି ବିଜେପିରେ ଯୋଗ ଦେଇଥିଲେ । ବାଲେଶ୍ୱର ବିଜେପି ନଗର ସଭାପତି ଚିତ୍ତରଂଜନ ପଣ୍ଡାଙ୍କ…

ବିଦ୍ୟୁତ ତାର ଲାଗି ବୃଦ୍ଧ ମୃତ

ଡେଲାଙ୍ଗ: ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ପଂଚାୟତ ଅଧିନ ବାଲିହୁଙ୍କା ଗ୍ରାମର ଧାଡୁ ମାର୍ଥ(୫୦)ଙ୍କର ଘର ର ବିଦ୍ୟୁତ ସରବରାହ ଲାଗି ଚାଳରେ ଲଗାଯାଇଥିବା ସରର୍ଭିସ ପାଇପଟିକୁ ଆଜି ଅପରାହ୍ନ ୪ଟା ସମୟରେ ଏକ ମାଙ୍କଡ ଭାଙ୍ଗି ଦେଇଥିଲା । ତେବେ ଗୃହ ମାଲିକ ଧାଡୁ ଚାଳ ଉପରେ ଚଢି ଭାଙ୍ଗି…

‘ଲାୟନ୍ସ କ୍ଲବ ଉମଙ୍ଗ’ର ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଲାୟନ୍ସ କ୍ଲବ ଉମଙ୍ଗର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ହୋଟେଲ ଲକ୍କି ଇଣ୍ଟରନ୍ୟାସନାଲରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ପ୍ରକାଶ ଜେନା ବରେଣ୍ୟ ଅତିଥି ଭାବେ…

ଆଲୁମୁନି ଆସୋସିଏସନର ଶୋକ

କେନ୍ଦ୍ରାପଡା- ବରିଷ୍ଠ ସମାଜସେବୀ ଆଡଭୋକେଟ ରବିନ୍ଦ୍ର କୁମାର ବେହେରାଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ କଲେଜ ଆଲୁମୁନି ଆସୋସିଏସନ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଆଲୁମୁନି ଆସୋସିଏସନ ସଭାପତି ପ୍ରଫେସର ଭରତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସଂପାଦକ ଗୋପିନାଥ…

ମନ୍ଦିର ଖୋଲିବା ନେଇ ହାଇକୋର୍ଟରେ ଜବାବ ଦାଖଲ

ଭୁବନେଶ୍ୱର- କରୋନା ସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ହାଇକୋର୍ଟରେ ଜବାବ ଦାଖଗଲ କରିଛନ୍ତି ରାଜ୍ୟ ସରକାର । ମନ୍ଦିର ଗର୍ଭଗୃହ ଛୋଟ ଯୋଗୁଁ ସକଂମ୍ରଣ ବଢିପାରେ ବୋଲି ସରକାର ଦର୍ଶାଇଛନ୍ତି । ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତୀ…

ରାଜଧାନୀରୁ ୩୪୨ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରୁ ୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୧୧ ଜଣ ହୋଇଥିବା ବେଳେ ୨୩୧ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରରେ ଏଯାବତ୍ ମୋଟ ଆକ୍ରାନ୍ତଙ୍କ…

ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା

ଶ୍ରୀନଗର- ଜାମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂ୍ତ ହୋଇଛି । ରିକ୍ଟର ସ୍କେଲରେ ଏହାର ତ୍ରିବତା ୪.୨ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ କିଛି କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ ଭୁପୃଷ୍ଠରୁ ୫ କିଲୋମିଟର ଗଭୀର ଥିଲା ବୋଲି ଜଣାପଡିଛି ।

ରାଜ୍ୟରେ ୧୪ ମନ୍ତ୍ରୀ ଓ ବିଧାୟକ କରୋନା ଚିହ୍ନଟ

ଭୁବନେଶ୍ୱର- ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ୧୪ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୨ ଜଣ ଚିହ୍ନଟ ହେବାପରେ ଆଜି ଆଉ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରମିଳା ମଲ୍ଲିକ, ଦେବୀ ମିଶ୍ର, ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ,…

କୃଷି ବିଲ ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ

ନୂଆଦିଲ୍ଲୀ- ନୂଆ କୃଷି ବିଲ ବିରୋଧରେ ଆନେ୍ଦାଳନ ତୀବ୍ର ହେବାରେ ଲାଗିଛି । ବିଶେଷ କରି ପଞ୍ଜାବ, ହରିଆଣା, ଓ କର୍ଣ୍ଣାଟକ ଚାଷୀମାନେ ଏହାକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । କଂଗ୍ରେସ ପକ୍ଷରୁ ଦିଲ୍ଲୀ ଇଣ୍ଡିଆ ଗେଟ ନିକଟରେ ଚାଷୀଙ୍କ ସହ ମିଶି ଜୋରଦାର ବିକ୍ଷୋଭ କରିଥିଲେ ।…