ଉତରପ୍ରଦେଶରେ ହୋଇପାରିବନି ଦୁର୍ଗା ପୂଜା
ଉତରପ୍ରଦେଶ- କରୋନା ଭାଇରସର ଦ୍ରୁତ ବୃଦ୍ଧି ଯୋଗୁଁ ଚଳିତବର୍ଷ ଜନଗହଳି ପୂର୍ଣ୍ଣ ସ୍ଥନାରେ ଦୁର୍ଗାପୂଜା ହୋଇପାରିବନି ନାହିଁ ବୋଲି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ଘରେ ମା ଦୁର୍ଗାଙ୍କ ମୃର୍ତି ସ୍ଥପାନ କରି ଦୁର୍ଗାପୂଜା ପାଳନ କରିବାକୁ ସେ ନିର୍ଦେଶ!-->…