ମୋର ଗୋଟିଏ କାର୍ ଅଛି: ଅନିଲ
ଲଣ୍ଡନ: ମୁଁ ସରଳ ଜୀବନଯାପନ କରେ । ମୁଁ ଜଣେ ମାରଥନ୍ ଧାବକ । କେବେ ଜୀବନରେ ମଦ ପିଇନାହିଁ କିମ୍ବା ଧୂମପାନ କରିନାହିଁ । ଜନ୍ମରୁ ମୁଁ ଶାକାହାରୀ । ମୋ ଜୀବନ ଅତ୍ୟନ୍ତ ବିଳାସପୂର୍ଣ୍ଣ ବୋଲି ଯାହା କୁହାଯାଉଛି ତାହା କେବଳ ଭ୍ରମାତ୍ମକ ଆକଳନ ଛଡ଼ା ଆଉ କିଛି ନୁହେଁ ବୋଲି ଋଣ ପାହାଡ଼ ଉପରେ!-->…