ଭାରତ ବନ୍ଦ : ଆମ ଅଧିକାରର ୫୦ କର୍ମୀ ଗିରଫ
ଭୁବନେଶ୍ୱର: କେନ୍ଦ୍ର ସରକାର ସଂସଦରେ ଗୃହିତ କରାଇଥିବା କୃଷକ ବିରୋଧୀ କଳାବିଲ୍ ବାତିଲ୍ କରିବା ଦାବୀରେ ବିଭିନ୍ନ କୃଷକ ଓ ଗଣସଂଗଠନଗୁଡ଼ିକ ପକ୍ଷରୁ ଆହୂତ ଭାରତ ବନ୍ଦରେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ “ଆମ ଅଧିକାର’ ଆଜି ସାମିଲ୍ ହୋଇଥିଲା । ସଂଗଠନର ୫୦ରୁ ଉଦ୍ଧ୍ୱର୍ ଯୁବକ ଆବାହକ!-->…