ରାଜଧାନୀରେ କୃଷକଙ୍କ ବିକ୍ଷୋଭ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଓ ସଂଶୋଧିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ବିରୋଧରେ ଦିଆଯାଇଥିବା ବନ୍ଦ ଡାକରାରେ ସାମିଲ ହୋଇଛି ରାଜ୍ୟର ଏକାଧିକ କୃଷକ ସଂଗଠନ । ପ୍ରାୟ ୧୫ଟି କୃଷକ ସଂଗଠନ ଓ ୮ଟି ବାମଦଳ ପକ୍ଷରୁ ରାଜଧାନୀ ଭୁବଶ୍ୱେରରେ ବିକ୍ଷୋଭ, ନାରାବାଜି, ଶୋଭାଯାତ୍ରା ସହ!-->…