ବ୍ରହ୍ମପୁର ଷ୍ଟେସନରେ ରହିବ ଟ୍ରେନ୍

ବ୍ରହ୍ମପୁର- ଏଣିକି ବ୍ରହ୍ମପୁର ଷ୍ଟେସନରେ ଅଟକିବ ଟ୍ରେନ । କରୋନା କଟକଣା ପାଇଁ ବ୍ରହ୍ମପୁର ଷ୍ଟେସନରେ ଟ୍ରେନ ରହଣି ଉପରେ ଲାଗିଥିବା ପ୍ରତିବନ୍ଧକୁ ରାଜ୍ୟ ସରାକର ହଟାଇ ଦେଇଛନ୍ତି । ଇଷ୍ଟକୋଷ୍ଟ ରେଲୱେକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ତେବେ…

ସୋରିଷ ତେଲରେ ଅନ୍ୟ ତେଲ ମିଶାଇବା ବେଆଇନ

ନୂଆଦିଲ୍ଲୀ- ସୋରିଷ ତେଲରେ ଅନ୍ୟ ତେଲ ମିଶାଇବା ବେଆଇନ । ଏହି ତେଲକୁ ବ୍ୟବହାରକୁ ସୁରକ୍ଷିତ କରିବା ପାଇଁ ଖାଦ୍ୟ ସୁରକ୍ଷା ଏବଂ ମାନବ ପ୍ରାଧିକରଣ ଅଫ ଇଣ୍ଡିଆ ଏଭଳି ପଦକ୍ଷେପ ନେଇଛି । ଆସନ୍ତା ମାସରୁ ଏହି ନିୟମ ଲାଗୁ କରାଯିବ ବୋଲି ଏଫଏସଏସଆଇ କହିଛି । ବଜାରରେ ବିକ୍ରି…

ଡ୍ରଗ୍ସ ଲିଙ୍କ ଘଟଣା: ଏନସିବିରେ ହାଜର ହେଲେ ଦିପୀକା

ମୁମ୍ବଇ: ସୁଶାନ୍ତ ସିଂହ ରାଜପୁତ ମୃତୁ୍ୟର ତଦନ୍ତ ଆରମ୍ଭ ହେବା ପରେ ଡ୍ରଗ୍ସ ଲିଙ୍କ ଘଟଣା ସମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଂଟ୍ରୋଲ ବୁ୍ୟରୋ (ଏନସିବି ) ପକ୍ଷରୁ ତଦନ୍ତ ଜୋରସୋର ଭାବେ ଜାରି ରହିଛି ।ସମ୍ପୃକ୍ତ ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତୀକୁ ପଚରାଉଚରା କରାଯିବା ପରେ ବଲିଉଡର…

ବିଧାନସଭା ଅଧିବେଶନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର- କରୋନା କଟକଣା ଭିତରେ ଆସନ୍ତା ୨୯ ତାରିଖରେ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କଡାକଡି କରାଯାଇଛି । ଏଥିନିମନ୍ତେ ସମସ୍ତ ବିଧାୟକଙ୍କ କରୋନା ଟେଷ୍ଟ ହେବାସହିତ ଯେଉଁ ଗଣମାଧ୍ୟମ କର୍ମଚାରୀ ଯିବେ ସେମାନଙ୍କର ମଧ୍ୟ ଟେଷ୍ଟ କରାଯିବ ।…

୪ ଦିନ ପାଇଁ ଭିସୁଟ ବନ୍ଦ

ସମ୍ବଲପୁର- କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ବୁର୍ଲା ଭିସୁଟକୁ ୪ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଏହି ସମୟରେ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯିବ । କୁଳପତି ଏହି ବନ୍ଦ ଘୋଷଣା…

ବିଧାନସଭାରେ କରୋନା ଟେଷ୍ଟ

ଭୁବନେଶ୍ୱର- ଆସନ୍ତା ୨୯ ତାରିଖରେ ହେବାକୁ ଥିବା ବିଧନସଭା ଅଧିବେଶନ ପାଇଁ ଆଜି ସକାଳ ୮ଟାରୁ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି । ଏହାର ୩ ଦିନ ଧରି ଚାଲିବ । ଏଥିପାଇଁ ମଧ୍ୟ ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁମାନଙ୍କ ରିପୋର୍ଟ…

ମଙ୍ଗଳବାର ଦିନ ଘୋଷଣା ହେବ ତିର୍ତୋଲ , ବାଲେଶ୍ୱର ଉପ ନିର୍ବାଚନ

ନୂଆଦିଲ୍ଲୀ: ବିହାର ବିଧାନସଭା ସହ ୬୪ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଉପନିର୍ବାଚନ କରାଯିବ ବୋଲି ପୂର୍ବରୁ ନିର୍ବାଚନ କମିଶନ ସୂଚନା ଦେଇଥିଲା ବେଳେ ଆଜି କେବଳ ବିହାର ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ତେବେ ନଭେମ୍ବର ୩୦ ତାରିଖ ପୂର୍ବରୁ ସମସ୍ତ ଆସନରେ…

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ୱାଭାବିକ ହେଉଛି

ଭୁବନେଶ୍ୱର: କରୋନା ସଂକ୍ରମଣ କମିନି । ଦେଶ ଓ ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତା’ପରେ ବି ଲୋକେ ନିଜ ନିଜ କର୍ମକ୍ଷେତ୍ରକୁ ଫେରିବାକୁ ଲାଗିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶାକୁ ଫେରିଥିବା ଅଧିକାଂଶ ପ୍ରବାସୀ ଟ୍ରେନ୍ ଯୋଗେ କର୍ମସ୍ଥଳୀକୁ…

କୁଆଡେ ଗଲା ବିଏମସିର ଅନଲାଇନ୍ ମାର୍କେଟିଂ ସେବା?

ଭୁବନେଶ୍ୱର: ଏପ୍ରିଲ ଓ ମେ’ ମାସରେ ଯେଉଁ ଅଂଚଳରେ ଅଧିକ କରୋନା ଆକ୍ରାନ୍ତ ବାହାରୁଥିଲେ ବିଏମସି ସେହି ଅଂଚଳକୁ କଂଟେମେଂଟ ଜୋନ୍ ଘୋଷଣା କରୁଥିଲା । ସେଠାରେ କିପରି ଲୋକଙ୍କୁ ହାତପାହନ୍ତାରେ ସବୁ ଜିନିଷ ମିଳିବ ସେଥିପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରିବା ସହ କିଛି ଅଧିକାରୀଙ୍କ ମୋବାଇଲ୍…

ଢେଙ୍କାନାଳ ସାଂସଦଙ୍କୁ ଶୁଭେଚ୍ଛା

ଢେଙ୍କାନାଳ: ଢେଙ୍କାନାଳ ସାଂସଦ ମହେଶ ସାହୁ କେନ୍ଦ୍ର ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା, ପରିବେଶ ଓ ଜଙ୍ଗଲ ବିଭାଗ କମିଟିର ସଦସ୍ୟ ଭାବେ ମନୋନିତ ହୋଇଛନ୍ତିା ଏହି ଉପଲକ୍ଷେ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ ଓ ସଂପାଦିକା ଉର୍ବଶ୍ରୀ ମହାପାତ…