ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ୩୨ କମ୍ପୋଷ୍ଟ ପ୍ଲାଂଟ
ଭୁବନେଶ୍ୱର: ୧୧ଟି ମାଇକ୍ରୋ କମ୍ପୋଷ୍ଟିଂ ସେଂଟର ( ଏମସିସି ) ନିର୍ମାଣ ସରିଲାଣି । କିନ୍ତୁ ଏଥିରୁ ୧୦ଟି ଏମସିସି କାର୍ଯ୍ୟକ୍ଷମ ହୋଇପାରୁନି । ମାତ୍ର ଗୋଟିଏ ଚାଲୁଛି । ତାହା ପୁଣି ଯେତିକି କ୍ଷମତା ତାଠାରୁ କମ୍ ଆବର୍ଜନା କମ୍ପୋଷ୍ଟିଂ ହେଉଛି । ଏହିଭଳି ସ୍ଥିତିରେ ବିଏମସି କତୃପକ୍ଷ!-->…