୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କରୋପୁଟ- ରାଜ୍ୟରେ ଗଞ୍ଜେଇର ଚୋରାଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ସୁରତରୁ ୫୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହେବାପରେ ଆଜି ପୁଣି କୋରାପୁଟରୁ ଜବତ ହୋଇଛି ୭୦ ଲକ୍ଷରୁ ଉଦ୍ଧ୍ୱ ଟଙ୍କାର ଗଞ୍ଜେଇ । ଜୟପୁରରୁ କୋରାପୁଟରୁ ଆସୁଥିବା ୧୫୨୦ କେଜି ଗଞ୍ଜେଇ ବୋଝେଇ ଟ୍ରକକୁ…

୧୭୦୯ ଜଣ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଆନ୍ତରିକ ସୁରକ୍ଷା ସେବା ପଦକ

ଭୁବନେଶ୍ୱର- ନକ୍ସଲ ପ୍ରଭାବିତ ଅଂଚଳରେ ଦୁଇ ବର୍ଷ ଧରି କାର୍ଯ୍ୟ କରୁଥିବା ୧୭୦୯ ଜଣ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଆନ୍ତରିକ ସୁରକ୍ଷା ସେବା ପଦକ ପ୍ରଦାନ କରାଯିବ । ରାଜ୍ୟ ପୋଲିସ ମହାନିର୍ଦେଶକ ଏହି ନିର୍ଦେଶ ଦେଇଛନ୍ତି । ପଦକ ପାଇବାକୁ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ…

ଶ୍ରୀମନ୍ଦିର ଝଲସିବ!

ଶ୍ରୀମନ୍ଦିରକୁ ବର୍ଷ ବର୍ଷ ଧରି ଏକାଧିକ ପିଢ଼ିର ବଂଶଧର ଯେପରି ଦେଖିଆସିଛନ୍ତି, ସେଥିରେ ପ୍ରଥମ ଥର ଲାଗି ଗତ କେଇବର୍ଷ ଧରି ପରିବର୍ତନ ଘଟିଛି । ବଡ଼ଦାଣ୍ଡରେ ଯେପରିଭାବେ ପୂର୍ବରୁ ଦୋକାନ ଗୁଡ଼ିକ କୌଣସି ଦିଗଦିଶା ନମାନି ସବୁଠାରେ ରହିଥିଲା ଏବଂ ଭକ୍ତମାନେ ଶ୍ରୀମନ୍ଦିରକୁ ଯିବା କ୍ରମଶଃ…

ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ପୁର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱରଠାରେ ୩୬ତମ ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ କୋଭିଡ ପ୍ରୋଟୋକୋଲ ସହିତ ପାଳିତ ହୋଇଯାଇଛି । ସୁରକ୍ଷା କ୍ଷେତ୍ରରେ ରେଳବାଇ ସୁରାକ୍ଷାବଳ ସ୍ୱାରା ବିଭିନ୍ନ ପ୍ରକାର ସାହାସିକତାର ପ୍ରୟାସକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିଷ୍ଠା…

ଦିନକରେ ରାୟଗଡାରେ ୫୧ ପଜିଟିଭ୍ ଚିହ୍ନଟ

ରାୟଗଡା : ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି କି । ଗତ କିଛି ଦିନ ଧରି ଜିଲ୍ଲାରୁ ଦୈନିକ ଶହେରୁ ଉଦ୍ଧ୍ୱର୍ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ବର୍ତମାନ ପଜିଟିଭ୍ଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୫୧ ଜଣ ପଜିଟିଭ୍ ଚିହ୍ନଟ…

ଶିକାରୀ ଗୁଳିରେ ଗଲା ଶିକାରୀର ଜୀବନ

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅଣ୍ଡରାକୋଞ୍ଚ ଥାନା ଅନ୍ତର୍ଗତ କାଳିଆଯୋଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର କିଛିଲୋକ ବାରାହା ଶିକାର ଉଦେଶ୍ୟରେ ନିକଟ ଏକ ପାହାଡ ଉପରକୁ ଯାଇଥିଲେ, କିନ୍ତୁ ବାରାହା ଶିକାର ପୂର୍ବରୁ କୌଣସି କାରଣରୁ ବନ୍ଧୁକରେ ଥିବା ଗୁଳି ଫୁଟି…

କରୋନା ପାଇଁ ଖାଇପାରିବେନି ମନଇଛା ଔଷଧ

ଭୁବନେଶ୍ୱର- କରୋନା ପାଇଁ ମନଇଛା ଔଷଧ ନ ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ବେଶେଷକରି ଗ୍ରାମାଂଚଳର ଲୋକମାନେ ମନଇଛା କରୋନା ପାଇଁ ଔଷଧ ଖାଉଛନ୍ତି । ତେଣୁ ମନଇଛା ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ବୈଷୟକ…

ମଦ ଜବତ, ୩ ଗିରଫ

ବାଲିକୁଦା: ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୬ ଲିଟର ୨୫୦ ମିଲି ଲିଟର ବିଦେଶୀ ମଦ ଜବତ କରାଯାଇଥିବା ବେଳେ ବେଆଇନ ମଦ କାରବାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଭାଗା ଏହି ଚଢଉରେ ଏରସମା ଥାନା ଅଧୀନ ଗାରିଆ ଗାଁର ଶରତ ଚନ୍ଦ୍ର…

କରୋନା ମୃତ୍ୟୁରେ ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ କରୋନାରେ ବ୍ରେକ୍ ଲାଗୁନାହିଁ । ରେକର୍ଡ ସଂଖ୍ୟକ ଆକ୍ରନ୍ତ ଆଖି ବୁଜିଛନ୍ତି । କରୋନା ମୃତ୍ୟୁରେ ଏହା ସର୍ବକାଳୀନ ରେକର୍ଡ । କେବଳ ସେପ୍ଟେମ୍ବର ମାସରେ ୨୪୪ ମୁଣ୍ଡ ନେଲାଣି କରୋନା । ଏହା ପୂର୍ବରୁ ଅଗଷ୍ଟ ୧୦ ଓ ୨୯ ତାରିଖରେ ୧୪ ଜଣ ଳେଖାଏଁ କୋଭିଡ ପଜିଟିଭ ପ୍ରାଣ…

ସାମାଜିକ ଭତା ଯୋଜନାରୁ ବଂଚିତ ୭୦ ବର୍ଷର ମହନୀ

ଯାଜପୁର: ଅସହାୟ, ନିରାଶ୍ରୟ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବାଙ୍କୁ ସାମାଜିକ ସହାୟତା ଯୋଗାଇ ଦେବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଛିି ବିଭିନ୍ନ ଯୋଜନା । ଏ ବାବଦକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା ଏବଂ ଯୋଜନାର ତଦାରଖ ଦାୟିତ୍ୱରେ ରହିଛନ୍ତି ପ୍ରଶାସନିକ ଅଧିକାରୀ…