ଯୁବତୀଙ୍କୁ ଦୁଷ୍କର୍ମ, ଥାନାରେ ଅଭିଯୋଗ
ଖଡିଆଳ: ନୂଆପଡା ଜିଲ୍ଲା ଖଡିଆଳ ଥାନା ବହଲପଦର ଗାଁରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଜନ୍ମଦିନ ଉତ୍ସବରେ ଯୋଗଦେଇଥିବା ଜଣେ ଯୁବତୀଙ୍କୁ ବଳ ପ୍ରୟୋଗ କରି ଟେକିନେଇ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଏହାପରେ ଅଭିଯୋଗ!-->…