ଦୁଇ ବାଇକ ମୁହାଁମୁହିଁ, ୩ ଆହତ
ବୌଦ୍ଧ: ଜମଟାଙ୍ଗୀ - ଋଷିବନ୍ଧ ରାସ୍ତାର ସାଣ୍ଢପାଲି ଗ୍ରାମ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୦ ଘଣ୍ଟା ସମୟରେ ଷାଣ୍ଡପାଲି ଗ୍ରାମର ଶରତ ଷାଣ୍ଡ ନିଜ ମାଆଙ୍କୁ ଗୋଟିଏ ବାଇକରେ ବସାଇ!-->…