୪୨୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଜି ନୂଆ ୪୨୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରର ୨୪୮୫ ଓ ଲୋକାଲ କେସ୍ ୧୭୫୨ ରହିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୪୭ ହୋଇଥିବା ବେଳେ କଟକରେ ସେହି ସଂଖ୍ୟା ୫୭୭ ରହିଛି । ସେହିପରି ଅନୁଗୁଳ ୧୧୦, ବାଲେଶ୍ୱର…

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ୫୧୭ କୋଟି ୮୨ଲକ୍ଷ ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରୁ ୧୯ ମସିହା ପର୍ଯ୍ୟନ୍ତ ମୋଟ ୫୮ଥର ବିଦେଶ ଗ୍ରସ୍ତ କରିଛନ୍ତି । ଏଥିରେ ୫୧୭ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବୈଦେଶିକ ବ୍ୟାପର ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ…

ଆଜିଠାରୁ ବନ୍ଦ ହୋଇପାରେ ସଂସଦ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ- ଧାର୍ଯ୍ୟ ସମୟ ପୂର୍ବରୁ ବନ୍ଦ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । ତେବେ ଆଜି ରାଜ୍ୟସଭାରେ ୫ଟି ବିଲ ପାରତି ହେବାପରେ ସଂସଦକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିପାରେ । ଆଜି ଅପରାହ୍ନ ୩ଟା ପରିବର୍ତେ ନିମ୍ନ ଗୃହର ବୈଠକ ସଂନ୍ଧ୍ୟା ୬ଟାରେ ଆରମ୍ଭ ହେବ…

ମୃତ ବ୍ୟକ୍ତିଙ୍କ ହେବନି କୋଭିଡ ଟେଷ୍ଟ

ଭୁବନେଶ୍ୱର- ମୃତ ବ୍ୟକ୍ତିଙ୍କର ହେବନି କରୋନା ଟେଷ୍ଟ । ଦୁଇଟି କାରଣ ଦର୍ଶାଇ ମୃତ ବ୍ୟକ୍ତିଙ୍କ କରୋନା ଟେଷ୍ଟ ନ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ପ୍ରଥମତଃ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ବିଳମ୍ବକୁ ଏଡାଇ ହେବ ଓ ଦ୍ୱିତୀୟରେ ମୃତକଙ୍କ ପରିବାର ଲୋକଙ୍କୁ ହଇରାଣ…

ଓଜେଇଇ ଅନଲାଇନ ଆବେଦନର ଆଜି ଶେଷ ତାରିଖ

ଭୁବନେଶ୍ୱର- ଓଜେଇଇ ଅନଲାଇନ ଆବେଦନର ଆଜି ଶେଷ ତାରିଖ । ଆଜି ରାତି ୧୨ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ । ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ରଜ୍ୟର ୨୧ଟି ସହରରେ ୫୩ଟି ସେଂଟର କରାଯାଇଛି । ୫୦ଟି କେନ୍ଦ୍ର ରାଜ୍ୟ…

ଅକାଳୀ ମନ୍ତ୍ରୀଙ୍କ ଇସ୍ତଫା ସରକାର ଚାଷୀଙ୍କ ସହ ଆଲୋଚନା କରନ୍ତୁ

ପାର୍ଲିଆମେଂଟରେ ତିନୋଟି କୃଷି ସଂକ୍ରାନ୍ତୀୟ ସଂଶୋଧନ ବିଲକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଶିରୋମଣୀ ଅକାଳୀ ଦଳର ମନ୍ତ୍ରୀ ହରସିମରତ କାଉର ବାଦଲଙ୍କ ଇସ୍ତଫା ନିଶ୍ଚିତ ଭାବେ ବିଜେପି ତଥା ଏନଡିଏ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଇପାରିବ । ପଞ୍ଜାବରେ ଦବ୍ଦବା ଥିବା ଶିରୋମଣୀ…

ଭାରତ ବନ୍ଦକୁ ସିପିଆଇର ସମର୍ଥନ

ଭୁବନେଶ୍ୱର: ମୋଦି ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ଆଇନକୁ ରଦ୍ଧ କରିବା, ନୂତନ ବିଦ୍ୟୁତ୍ ବିଲ୍-୨୦୨୦ ପ୍ରତ୍ୟାହାର କରିବା, ଡିଜେଲର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବା, ପରିବେଶ ପ୍ରଭାବ ଜନିତ ଆକଳନ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା, ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା…

ବିଜେଡ଼ି-ବିଜେପି କଭି ଖୁସ କଭି ଗମ : ନିରଞ୍ଜନ

ଭୁବନେଶ୍ୱର: ବର୍ତମାନ ଓଡିଶା ରାଜନୀତିରେ ଓଡିଶାବାସୀ ଏକ ନୂଆ ଚିତ୍ର ଦେଖୁଛନ୍ତି । ଏହି ଚିତ୍ରରେ କୃଷି ବିଲ୍କୁ ନେଇ ବିଜେଡି-ବିଜେପି ମଧ୍ୟରେ ଯେଉଁ ରାଜନୀତି ଚାଲିଛି ତାହା ହାସ୍ୟାସ୍ପଦ ଏବଂ ଆଲୋଚନା ସାପେକ୍ଷ ବୋଲି ପିସିସି ସଭାପତି ଶ୍ରୀ ନିରନ ପଟ୍ଟନାୟକ ଆଜିର ପ୍ରେସବାର୍ତାରେ…

ରାୟଗଡାରେ ୧୫ କରୋନା ଯୋଦ୍ଧାଙ୍କ ସହ ୧୩୪ ପଜିଟିଭ୍ ଚିହ୍ନଟ

ରାୟଗଡା: ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୧୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୮୪ ପୁରୁଷ ଏବଂ ୫୦ ଜଣ ମହିଳା ଅଛନ୍ତି । ଗୃହ ସଙ୍ଗରୋଧରୁ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୬୪ ଜଣ ଚିହ୍ନଟ ହୋଇଛନ୍ତି ।…

ମା’ ବିରଜାଙ୍କ ଶାରଦୀୟ ପୂଜାର କାର୍ଯ୍ୟସୂଚୀ

ଯାଜପୁର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବ ତଥା ପର୍ବୋତ୍ସବରେ ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୁଡାନ୍ତ ହୋଇଚ୍ଥି । ସେପ୍ଟେମ୍ୱର ୧୦ ତାରିଖ ଗୁରୁବାର ମୂଳାଷ୍ଟମୀ, ମା’ ବିରଜାଙ୍କ ଘଟ ନିମଜ୍ଜନ ଏବଂ ରାତ୍ର ଘ. ୮.୨୧ ମିନିଟ୍ ରୁ ଘ. ୯.୦୮ ମିନିଟ୍…