ସୌର ଶକ୍ତି ଚାଳିତ ଜଳ ଯୋଗାଣ ପ୍ରକଳ୍ପ ଅଚଳ

ବୌଦ୍ଧ : ଜନସାଧାରଣଙ୍କୁ ପାନିୟ ଜଳ ଯୋଗାଇ ଦେବା ସରକାରଙ୍କ ଦାୟୀତ୍ୱ ରହିଥିବା ବେଳେ ବୈାଦ୍ଧଜିଲ୍ଲାରେ ଅନେକ ଗ୍ରାମରେ ପାନିୟ ଜଳ ସମସ୍ୟା ଲାଗିରହିଛି । କେଉଁଠି ମଟର ଅଚଳ ହୋଇ ପଡିଛି ତ କେଉଁଠି ପାଇପ ଲାଇନ ବିଛା ହୋଇଛି କିନ୍ତୁ ସଂଯୋଗ ହୋଇନାହିଁ । କେଉଁଠି ଉଭର ହେଡ ଟ୍ୟାଙ୍କ ଅଛି ହେଲେ…

ସିରିଏଲ୍ କିଲର୍କୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୁଶକିଳା ଗାଁରେ ସଂଘଟିତ ମାଉସୀ ପୁତୁରା ଡବଲ୍ ମର୍ଡର ମାମଲାରେ ଅନୁଗୁଳ ଜିଲ୍ଲା ଦୌରାଜଜ୍ ଆଶାନ୍ତ କୁମାର ଦାସ ଭିଡିଓ କନ୍ଫରେନ୍ସିଂ ଜରିଆରେ ଶୁଣାଣି କରି ‘ସିରିଏଲ୍କିଲର୍’ ଝସକେତନ ରାଉତ ଓରଫ ଝାରୁକୁ ଆଜୀବନ କାରାଦଣ୍ଡାଦେଶ ସହିତ ୩ ଲକ୍ଷ ଟଙ୍କା…

୬ ରବି ଫସଲର ସର୍ବନିମ୍ନ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ: କୃଷକ ବିଲ୍କୁ ନେଇ ସରକାରଙ୍କୁ ବିରୋଧୀ ଦଳ ଏବଂ କୃଷକ ସଂଗଠନ ଗୁଡ଼ିକ ସରକାରଙ୍କୁ ଉଭୟ ସଂସଦ ଭିତରେ ଏବଂ ବାହାରେ ଘେରିଛନ୍ତି । ଏହି ଆଇନ କାର୍ଯ୍ୟକାରୀ ହେଲେ ଦେଶରେ କୃଷକମାନଙ୍କ ପାଇଁ ଥିବା ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉଠିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି…

ଜୁଆ ଆଡା ଉପରେ ଚଢଉ

ବ୍ରହ୍ମପୁର: ଦଶହରା ପୂର୍ବରୁ ବ୍ରହ୍ମପୁର ପୋଲିସକୁ ବଡ ସଫଳତା । ଗତକାଲି ମଧ୍ୟରାତ୍ରରେ କମାପଲ୍ଲୀ ଛକ ନିକଟ ଖଳା ସାହିରେ ଏକ ବଡ ଧରଣର ଜୁଆ ଖେଳ ଉପରେ ବୈଦନାଥପୁର ଥାନା ପୋଲିସ ଚଢଉ କରିଛି । ପ୍ରାୟ ୯୬, ୬୭୦ ନଗଦ ଟଙ୍କା ସହ ତାସ ପକେଟ, ଭର୍ତି ମଦ ବୋତଲ ସହ କିଛି ଦାମୀ ମୋବାଇଲ ଜବତ କରିଛି…

‘ପାରାଦୀପ ବନ୍ଦରକୁ ବିଜୁବାବୁଙ୍କ ନାମରେ ନାମିତ କରାଯାଉ’

ନୂଆଦିଲ୍ଲୀ: ପାରାଦୀପ ବନ୍ଦରକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି । ଶ୍ରୀ ଆଚାର୍ଯ୍ୟଙ୍କର ଏହି ଦାବିକୁ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍କେ ଓ ଶିବସେନା ସମର୍ଥନ କରିଛନ୍ତି ।…

ହାଇକୋର୍ଟରେ ୧.୬୬ ଲକ୍ଷ ମାମଲା ବିଚାରାଧିନ

କଟକ: କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ବିଚାର ପ୍ରକ୍ରିୟା ମାର୍ଚ୍ଚ ଶେଷ ସପ୍ତାହରୁ ସାରାରାଜ୍ୟରେ ଅଦାଲତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗତବର୍ଷ ସୁଦ୍ଧା ଦେଢ଼ ଲକ୍ଷରୁ ଉଦ୍ଧ୍ୱର୍ ମାମଲା ବିଚାରାଧୀନ ଥିବାବେଳେ ଏବେ ଏହା ବଢ଼ି ୧ ଲକ୍ଷ ୬୬…

ଭୁବନେଶ୍ୱରରୁ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଆଜି ଭୁବନେଶ୍ୱରରୁ ୩୪୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏାମନଙ୍କ ମଧ୍ୟରୁ ୧୦୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୪୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏପଟେ ଅଜି ରଜଧାନୀରୁ ୪୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ୧୯ ହଜାର ୨୪୩ ଆକ୍ରାନ୍ତ…

ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ କଲେ ଡ. ସସ୍ମିତ ପାତ୍ର

ନୂଆଦିଲ୍ଲୀ- ସାଂସଦ ଡ.ସସ୍ମିତ ପାତ୍ର ରାଜ୍ୟସଭାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ କରିଛନ୍ତି । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ନ୍ୟାସନାଲ ଫରେନସିକ ସାଇନ୍ସ ୟୁନିଭରସିଟି ବିଲ ଏବଂ ରାଷ୍ଟ୍ରୀୟସୁରକ୍ଷା ୟୁନିଭରସିଟି ବିଲ ପାରିତ କରିଛନ୍ତି । ତାଙ୍କ ଅଧ୍ୟକ୍ଷତାରେ…

ନଭେମ୍ବର ୧ରୁ ୟୁଜି, ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପାଢା ଆରମ୍ଭ

ଭୁବନେଶ୍ୱର- ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ୟୁଜି ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ନଭେମ୍ବର ୧ ତାରିଖରୁ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶଲାଲ ପୋଖରିଆଲ ନିଶଙ୍କ ଘୋଷଣା କରିଛନ୍ତି । କରୋନା ମହାମାରୀ ଓ ଲକଡାଉନ ପାଇଁ ବିଳମ୍ବରେ ପାଠପଢା ଆରମ୍ଭ ହେବ । ତେଣୁ…

କଟକ ଏସସିବି ମେଡିକାଲରେ ମକ ଡ୍ରିଲ

କଟକ- ଅଗ୍ନି ନିରାପତା ବାହିନୀଙ୍କ ଦ୍ୱାରା କଟକ ଏସସିବି ମେଡିକାଲରେ ମକ ଡ୍ରିଲ ଆରମ୍ଭ ହୋଇଛି । ହସ୍ପିଟାଲରେ ନିଆଁ ଲାଗିଲେ ନିୟାକୁ କିପରି ଆୟତ କରିହେବ, ସେଠାରୁ ସମସ୍ତଙ୍କୁ କିପରି ଉଦ୍ଧାର କରିହେବ ସେ ଉପରେ ଅଭ୍ୟାସ କରାଇଛନ୍ତି ଅଗ୍ନି ନିରାପତା ବାହିନୀ । ଗତକାଲି କଟକ ଜଗତପୁର…