ଥାଲାସେମିଆ ଶିଶୁମାନଙ୍କୁ ରକ୍ତ ନଦେଇ ର୍ଦୁବ୍ୟବହାର!
ଭୁବନେଶ୍ୱର: ଥାଲାସେମିଆ ଏକ ଭୟାବହ ରୋଗ । ଏହି ରୋଗର ମୁଖ୍ୟ ଚିକିତ୍ସା ହେଉଛି ବାରମ୍ବାର ରକ୍ତ ସଞ୍ଚାରଣ କରାଇବା । ଏହି ରୋଗରେ ଆକ୍ରାନ୍ତ ଶିଶୁମାନେ ମାସକୁ ୨-୪ଥର ରକ୍ତଗ୍ରହଣ କରିଥାଆନ୍ତି । ବିନା ରକ୍ତରେ ରୋଗୀ ବଞ୍ଚିବା ଅସମ୍ଭବ । ଏହି ଦୃଷ୍ଟିକୋଣରୁ କୋଭିଡ୍-୧୯ ବନ୍ଦ ସମୟରେ ମଧ୍ୟ!-->…