ବନ୍ୟାରେ ୬,୧୬୧ ହେକ୍ଟର ଧାନ ଫସଲ ନଷ୍ଟ

ଡେଲାଙ୍ଗ: ଦୟା ଓ ଲୁଣା ନଦୀରେ ବନ୍ୟା ପାଣି ମାଡି ଡେଲାଙ୍ଗ ବ୍ଲକର ୧୮ଟି ଗ୍ରାମ ପଂଚାୟତ ଜଳବନ୍ଦୀ ହୋଇ ଧାନ ଫସଲ ପାଣିରେ ବୁଡି ନଷ୍ଟ ହୋଇଥିବା ଜଣାପଡିଛି । କୃଷି ବିଭାଗ ପକ୍ଷରୁ ଏହାର କ୍ଷୟକ୍ଷତି ଆକଳନ କରାଯାଇଛି । ୧୮ଟି ପଂଚାୟତର ବନ୍ୟା ପାଣି ମାଡି ଧାନଫସଲ ନଷ୍ଟ ହୋଇଥିବା ବେଳେ କୃଷି…

ଖୋର୍ଦ୍ଧା ତାପଙ୍ଗ ହାତୀଆ ପାହାଡ଼କୁ ପର୍ଯ୍ୟଟକଙ୍କ ସୁଅ

ଖୋର୍ଦ୍ଧା: ଅଧାକଟା ପାହାଡ଼, ବିସ୍ତୀର୍ଣ୍ଣ ନୀଳ ଜଳରାଶି ଓ କାଶତଣ୍ଡୀ ଫୁଲର ସମ୍ଭାର ପ୍ରକୃତିର ଅପରୂପ ସୈାନ୍ଦର୍ଯ୍ୟ ବର୍ତ୍ତମାନ ହଜାର ହଜାର ପର୍ଯ୍ୟଟକମାନଙ୍କୁ ଟାଣି ଆଣିଛି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଅଞ୍ଚଳ ହାତୀଆ ପାହାଡ଼ ପରିବେଶକୁ । ଏହି ଅଞ୍ଚଳର ପାହାଡ଼ରୁ ପଥର ବେପାରୀମାନେ…

ରାଫେଲ ଉଡାଇବାକୁ ୧୦ ମହିଳା ପାଇଲଟକୁ ସ୍ୱତନ୍ତ୍ର ଟ୍ରେନିଂ

ନୂଆଦିଲ୍ଲୀ- ଭାରତୀୟ ବାୟୁସେନାର ଲଢୁଆ ବିମାନ ରାଫେଲ ଉଡାଇବେ ମହିଳା ପାଇଲଟ । ଏଥିପାଇଁ ୧୦ ମହିଳା ପାଇଲଟଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି । ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଫାଇଟର ଜେଟ ରାଫେଲ ବାୟୁସେନାରେ ସାମିଲ ହେବାପରେ ବହୁଗୁଣିତ ହୋଇଛି ଭାରତୀୟ ବାୟୁସେନା । ୨୦୧୬…

ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ଆକ୍ରମଣ

ବାଲେଶ୍ୱର- ବିଦ୍ୟୁତ କାଟକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲା ଫୁଲାଡି ଷ୍ଟ୍ରକଚରରେ କାମ କରୁଥିବା ୬ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଗତ ସପ୍ତାହରେ କଛି ସମୟ ଲାଇନ କଟି ବିଦ୍ୟୁତ କର୍ମଚାରୀ ମାନେ ଟ୍ରାନ୍ସଫର ମରାମତି କରୁଥିଲେ । ଏହି ସମୟରେ କିଛି ସ୍ଥାନୀୟ…

ଷଣ୍ଢ ଦେହରେ ଧକ୍କା ୧ ମୃତ ୨ ଆହତ

ଭୁବନେଶ୍ୱର: ଷଣ୍ଢ ଦେହରେ ଧକ୍କା ହୋଇ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଭଳି ଘଟଣା ଅଭାବନିୟ ଘଟଣା ଘଟିଛି ଫୁଲନଖରା-ନିଆଳି ରାସ୍ତାରେ । ମୃତ ବ୍ୟକ୍ତି ଜଣକ ହେଲେ ଅଢାଳିଆର ଶଙ୍କର୍ଷଣ ସାହୁ (୫୦) । ଆହତଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ ।…

୨୫ରେ ବସିବ ସିର୍ବଦଳୀୟ ବୈଠକ

ଭୁବନେଶ୍ୱର- ବିଧାନସଭା ଅଧିବେଶନ ପାଇଁ ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । କରୋନା କଟଣା ଭିତରେ ଆସନ୍ତା ୧୯ ତାରିଖରେ ବିଧାନସଭାମୌସୁମୀ ଅଧିବେଶନ ବସିବ । ତେବେ ବିଧାନସଭା କେମିତି ଚାଲିବ, ଗାଇଡଲାଇନ କଣ ରହିବ, ପ୍ରଶ୍ନକାଳ-ଉତରକାଳ ଓ ଶୂନ୍ୟକାଳ ରହିବ କି ନାହିଁ…

ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି । ଅଗ୍ନକାଣ୍ଡ ଆଇସିୟୁରେ ନିଆଁ ଲାଗିବା ଦ୍ୱାରା ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ସେଠାରୁ ରୋଗୀଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ତେବେ ଏହା…

ପ୍ରସାର ଭାରତୀର ପୂର୍ବତନ ଉପନିର୍ଦେଶକ ଅଭୟ କୁମାର ପାଢୀଙ୍କ ପରଲୋକ

ଭୁବନେଶ୍ୱର- ପ୍ରସାର ଭାରତୀର ପୂର୍ବତନ ଉପନିର୍ଦେଶକ ଅଭୟ କୁମାର ପାଢୀଙ୍କ ପରଲୋକ ହୋଇଛି । ସେ କରୋନାରେ ଆକ୍ରାନ୍ତ ଥିଲେ । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ବରଗଡ ବିକାଶ ହସ୍ପଟାଲରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥାରେ ଅଧିକ ଗରୁତର ହେବାରୁ ତାଙ୍କୁ…

ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ମୁମ୍ବାଇ- ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ଦମକଳ ବାହାନୀ ଘଟଣା ସ୍ଥଳରେ ପଂହଚି ନିଆଁକୁ ଆୟତ କରୁଛି । କିନ୍ତୁ ଦ୍ୱିତୀୟ ମହଲାରୁ ନିଆଁ ଲିିଭିନଥିବା ଦେଖିବାକୁ ମିଳିଛି । ଏନସିବି କାର୍ଯ୍ୟାଳୟ ତୃତୀୟ ମହଲାରେ ରହିଛି । ଏବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଓ ଡ୍ରଗ୍ସ…

୯ଟି ହାଇୱେ ପ୍ରୋଜେକ୍ଟର ଶୁଭ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ବିହାରର ୯ଟି ହାଇୱେ ପ୍ରୋଜେକ୍ଟ ଓ ଘର ତକ୍ ଫିବ୍ରିର ଯୋଜନାର ଶୁଭ ଉଦଘାଟନ କରିଛନ୍ତି । ଭିତିଭୂମି ବିକାଶ କରିବା ଏହାର ମୂଳ ଲକ୍ଷ୍ୟ । ଏହି ହାଇୱେର ଲମ୍ବ ୩୫୦ କିଲୋମିଟର ରହିଛି, ଓ ଏହାକୁ ନିର୍ମାଣ କରିବା ପାଇଁ…