କୃଷି ଆଇନ ବିରୋଧରେ ୨୫ରେ ଭାରତ ବନ୍ଦ ଡାକରା
ଭୁବନେଶ୍ୱର: କୃଷି ଆଇନ ବିରୋଧରେ ଆସନ୍ତା ୨୫ ତାରିଖରେ ସର୍ବଭାରତୀୟ ବନ୍ଦ ଆହ୍ୱାନ ଓ ପ୍ରତିରୋଧ ଦିବସକୁ ଓଡ଼ିଶାରେ ସଫଳ କରିବା ପାଇଁ କୃଷକ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ସଂସଦର ସମସ୍ତ ବିଧି ବ୍ୟବସ୍ଥା ଏବଂ ସାଂସଦଙ୍କ ଭୋଟଦାନକୁ ଅସ୍ୱୀକାର କରି ବାଚନିକ ମତରେ ଅତ୍ୟନ୍ତ ତରବରିଆ!-->…