ମହିଳାଙ୍କୁ ହତ୍ୟା ନା ଆତ୍ମହତ୍ୟା!
ଭୁବନେଶ୍ୱର: ଶନିବାର ସକାଳେ ତମାଣ୍ଡୋ ଥାନାରେ କାର୍ଯ୍ୟରତ ହାବିଲଦାର ବିଜୟ ଗୋଚ୍ଛାୟତଙ୍କ ଘରୁ ତାଙ୍କ ବୋହୂ ବନ୍ଦନା ଜେନାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି । ବନ୍ଦନାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଫ୍ୟାନ୍ରେ ଝୁଲାଇ ଦିଆଯାଇଛି ବୋଲି ଅଭିଯୋଗ!-->…