ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ପ୍ରତ୍ୟାହାର ଦାବୀରେ ଓଡିଶା ଦାବୀ ଦିବସ ପାଳିତ
ଭୁବନେଶ୍ୱର: ଛାତ୍ର-ଅଧ୍ୟାପକ-କର୍ମଚାରୀ ବିରୋଧି ତଥା ବିଶ୍ୱବିଦ୍ୟାଳୟ ସ୍ୱାତନ୍ତ୍ର୍ୟ ହରଣକାରୀ ୨୦୨୦ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବୀରେ ଆଜି ଏ.ଆଇ.ଡି.ଏସ୍.ଓ ଓଡିଶା ରାଜ୍ୟ ପରିଷଦ ତରଫରୁ ସାରା ଓଡିଶା ଦାବୀ ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ!-->…