ଜାମ୍ମୁକାଶ୍ମରୀ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା

ଶ୍ରୀନଗର- ଜାମ୍ମୁକାଶ୍ମୀର ଲେଫ୍ଟନାଂଟ ଗଭର୍ଣ୍ଣର ମନୋଜ ସିଂହା ୧୩୫୦କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ବ୍ୟବସାୟୀଙ୍କ କାରବାରକୁ ସୁଗମ କରିବା ପାଇଁ ଏହା ଆତ୍ମନିର୍ଭର ଭାରତ ଏବଂ ଆମେ ନେଇଥିବା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରୁ ଅନ୍ୟତମ ବୋଲି ସେ କହିଛନ୍ତି ।…

ଏଜିଟି ଫାଇନାଲ୍‌ରେ ଓଡ଼ିଆ ପୁଅ ସୁମନ୍ଥ

ଭୁବନେଶ୍ୱର: ଆମେରିକା ଗଟ୍ ଟ୍ୟାଲେଂଟ (ଏଜିଟି) ରେ କମାଲ କରୁଛନ୍ତି ଓଡ଼ିଆ ପୁଅ ସୁମନ୍ଥ । କୋଲକତାର ନିଜ ଯୋଡ଼ି ସୋନାଲିଙ୍କ ସହ ସୁମନ୍ଥ ସାଲସା ଓ ହିପହପ ନୃତ୍ୟ ସମଗ୍ର ବିଶ୍ୱକୁ ଚକିତ କରିଛି । ଏଜିଟି ଭଳି ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଏହି ଯୋଡ଼ି କଡା ଟକ୍କର ଦେଇ କ୍ୱାଟର ଓ…

ଦିନକରେ ୯୩ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଗତ ୨୪ ଘଂଟାରେ ୯୩,୩୩୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩,୦୮,୦୧୪ରେ ପଂହଚିଛି । ବର୍ତମାନ ମୋଟେ ୧୦,୧୩,୯୬୪ ସକ୍ରିୟ…

ପ୍ରଥମେ ବନ୍ଧା ହେଲେ ଏବେ ନିଲମ୍ବିତ

ବଲାଙ୍ଗିର- ଜିଳ୍ଲାପାଳ କ୍ଷମତା ଦେଖିଇ ଆଦିବାସୀଙ୍କ ଘର ଭାଙ୍ଗିବା ଅଭିଯୋଗରେ ପ୍ରଥମେ ବନ୍ଧା ହେଲେ ଓ ଏବେ ନିଲମ୍ବିତ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ସାଲେଭଟା ପଂଚାୟତ ସରପଂଚ ହେମକାନ୍ତି ମୁଣ୍ଡା । ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ କ୍ରମେ ପଂଚାୟତ ରାଜ ବିଭାଗ ନିଲମ୍ବନ…

ସୁପ୍ରିମକୋର୍ଟ ଗଲେ ବର୍ଷା

କଟକ- ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଛାଡ ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପିଟସନ ଦାଖଲ କରିଛନ୍ତି । ଏହି ପିଟିସନକୁ କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସୂଚନାଯୋଗ୍ୟ ଦିଲ୍ଲୀ…

୯ ଆତଙ୍କବାଦୀ ଗିରଫ

ନୂଅଦିଲ୍ଲୀ- ବଡ ଧରଣ ଆତଙ୍କବାଦୀ ହମଲା ଯୋଜନାକୁ ପଣ୍ଡ କରି ୯ ଜଣ ଆତଙ୍କବାଦୀଙ୍କୁ ଗରିଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଦିଲ୍ଲୀ ଏନସିଆର ସମେତ ଦେଶର ଅନ୍ୟ କିଛି ସ୍ଥାନରେ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଯୋଜନା କରୁଥିବା ଖବର ପାଇ ଏନଆଇଏ ପକ୍ଷରୁ ପଶ୍ଚିମବବଙ୍ଗର ମୁର୍ଶିବାଦ ଓ…

ଟିକଟକ ଓ ୱେବ ଚାଟ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ୱାଶିଂଟନ- ଭାରତ ପରେ ଏବେ ଆମେରିକା ଚାଇନାର ଟିକଟିକ ଓ ୱେବ ଚାଟ ବ୍ୟାନ କରିଛି । ସେପ୍ଟେମ୍ବର ୨୦ ତାରିଖ ଠାରୁ ଏହି ଦୁଇ ଆପ ବ୍ୟାନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ଏହି ଆପ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ । ଟ୍ରମ୍ପଙ୍କ ଏହି ଘୋଷଣା…

୯ ଜଣଙ୍କ ମୁୁଣ୍ଡ ନେଲା କରୋନା

ଭୁବନେଶ୍ୱର- ରାଜ୍ୟରେ ଆଜି ପୁଣି ୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ବରଗଡରୁ ୨, ଭଦ୍ରକ, ବଲାଙ୍ଗିର,କଟକ, ଗଜପତି, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି ।…

୪,୨୦୯ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଆଜି ପୁଣି ୪,୨୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରୁ ୨,୪୪୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧,୭୬୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧରୁ ୬୬୩,କଟକ ୪୯୧, ଅନୁଗୁଳ ୧୦୯, ବାଲେଶ୍ୱର ୧୮୩,…

କୋଭିଡ କଟକଣାକୁ ଫୁ : ଡିଜେ ବାଜି ଧୁମଧାମରେ ହେଲା ବିଶ୍ୱକର୍ମା ଭସାଣି

ଭୁବନେଶ୍ୱର- କୋଭିଡ ଗାଇଡଲାଇକୁ ଖୋଲାଖୋଲି ଉଲ୍ଲଘଂନ କରି ଡିଜେ ଲଗାଇ ଧୁମଧାମରେ ବିଶ୍ୱକର୍ମାଙ୍କ ଭସାଣି କଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚ ଗୀତର ଆସର ଜମିଥିଲା । ଲୋକଙ୍କ ଗହଳି ବି କମ ନଥିଲା । କେହି ଜଣେ ସାମାଜିକ ଦୂରତା ମାନି ନଥିଲେ କି ମୁହଁରେ ମାକ୍ସ ପିନ୍ଧିନଥିଲେ । ଏଭଳି…