କୋଭିଡ ନିୟମ ଉଲ୍ଲଘଂନ କରି ୨୮୩୩ ଜଣ ଗଣିଲେ ତଣ୍ଡ
ଭୁବନେଶ୍ୱର- ଦ୍ୱୈତନଗରୀରେ କୋଭିଡ ନିୟମର ସଠିକ ସୁପରିଚାଳନା ହେଉନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିବା ପରେ ସକ୍ରିୟ ହୋଇପଡିଛି କମିଶନରେଟ ପୋଲିସ । କୋଭିଡ ନିୟମ ପାଳନ କରୁନଥିବା , ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧୁନଥିବା ଉଲ୍ଲଘଂନ କାରୀଙ୍କ!-->…