ଶ୍ରମିକ ବିରୋଧୀ ଓ ଶ୍ରମକୋଡ୍ ବାତିଲ୍ ଦାବିରେ ବିକ୍ଷୋଭ
ଭୁବନେଶ୍ୱର: ଏଆଇସିସିଟିୟୁ ପକ୍ଷରୁ ଶ୍ରମିକ ବିରୋଧୀ ଓ ଶ୍ରମ କୋଡ଼ ବାତିଲ୍ କରିବା ନେଇ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ସେପ୍ଟେମ୍ବର ୧୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଶ୍ରମିକ ଅଧିକାର ଅଭିଯାନ ଏଆଇସିସିଟିୟୁ ପକ୍ଷରୁ ଦେଶବ୍ୟାପୀ କରାଯିବ । ସରକାର ୮ ଘଣ୍ଟା କାର୍ଯ୍ୟ ଦିବସକୁ!-->…