କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି
ଭୁବନେଶ୍ୱର- ରାଜ୍ୟରେ ଆଜି ଆଖି ବୁଜିଲେ ଆଉ ୧୩ ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ ରହିଥିବା ବେଳେ ପୁରୀ ଓ କେନ୍ଦ୍ରାପଡାରୁ ୨ ଲେଖାଏଁ, ବରଗଡ, ବଲାଙ୍ଗିର, କଟକ, ଗଜପତ, କନ୍ଧମାଳ ଓ!-->…