ଏସିଆ ଓ ଇଣ୍ଡିଆ ବୁକ୍ ଅଫ ରେକଡର଼୍ରେ ବିଚକ୍ଷଣ ଶିଶୁ ମାର୍କ ଅଗ୍ରୱାଲ
ଝାରସୁଗୁଡା: ବିଚକ୍ଷଣ ଜ୍ଞାନ ବଳରେ ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ସହରରେ ଜଣେ ୩ବର୍ଷ ୮ମାସର କୁନି ବଙ୍କଳ ମାର୍କ ଅଗ୍ରୱାଲ । ସେ ନିକଟ ଅତୀତରେ ଏସିଆ ଓ ଇଣ୍ଡିଆ ବୁକ୍ ଅଫ ରେକଡର଼୍ରେ ସଫଳ ହୋଇ ଗୌରବ ଅର୍ଜନ କରିଛନ୍ତି । ବାପା ବ୍ରିଜେଶ ଅଗ୍ରୱାଲ ଓ ମାଆ ସିମୋନା ଅଗ୍ରୱାଲଙ୍କ ପୁଅ!-->…