ଝାରପଡ଼ା ଜେଲରେ ବିଚାରଧୀନ କଏଦୀ ମୃତ ; ମୃତ୍ୟୁ ପରେ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଚିଟଫଣ୍ଡ ମାମଲାରେ ସେ ୨୦୧୯ରୁ ଜେଲରେ ଥିଲେ।ସୂଚନା ଅନୁଯାୟୀ , କିଛି ଦିନ ତଳେ ତାଙ୍କୁ ଜ୍ୱର ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ!-->…