ବେଜିଂକୁ ଝଟ୍‌କା : ଚୀନ୍‌କୁ ଛାଡ଼ି ଭାରତ ସହ ସଂପର୍କ ଦୃଢ଼ କଲା ଜର୍ମାନୀ

ବର୍ଲିନ୍‌ : ବିଶ୍ବକୁ କରୋନା ଭୂତାଣୁ ବାଣ୍ଟିଥିବା ଚୀନ୍‌କୁ ବିଶ୍ବାସ କରିହେବନି। ଏଠାରେ ଗଣତନ୍ତ୍ର ବିପନ୍ନ, ମାନବାଧିକାର କ୍ଷୁଣ୍ଣ ଏବଂ ଏହା ଅନ୍ତର୍ଜାତୀୟ ରାଜିନାମାକୁ ସମ୍ମାନ ମିଳେନି। ତେଣୁ ଏଭଳି ବିଶ୍ବାସଘାତକ ଚୀନ୍‌କୁ କୂଟନୈତିକ ଝଟ୍‌କା ଦେଇଛି ଜର୍ମାନୀ। ଚୀନ୍‌ ସହିତ ୫୦…

ଖୁବ ଶୀଘ୍ର ଟିକଟକର ବିକଳ୍ପ ଆଣିବ ୟୁଟ୍ୟୁବ ଓ ଫେସବୁକ

ନୂଆଦିଲ୍ଲୀ: ଭାରତରେ ଲୋକପ୍ରିୟ ଚାଇନିଜ୍ ଆପ୍ ଟିକଟକ୍ ଉପରେ ନିଷେଧାଦେଶ ଦିଆଯିବା ପରେ ବର୍ତ୍ତମାନ ଟିକଟକର ବିକଳ୍ପ ଭାବେ ଅନେକ ଆପ ପ୍ଲେ ଷ୍ଟୋରେ ଉପଲବ୍ଧ ଅଛି।  ୟୁଟ୍ୟୁବ୍ ଏବଂ ଫେସବୁକ୍ ମଧ୍ୟ ଏହାର ବିକଳ୍ପ ଆଣିବାକୁ ଯାଉଛନ୍ତି। ବର୍ତ୍ତମାନ ୟୁଟ୍ୟୁବ୍ ଏହାର ବିକଳ୍ପ ଭାବରେ ‘ସର୍ଟସ୍’…

ଅଷ୍ଟ୍ରେଲିଆ କ୍ରିକେଟ୍‍କୁ ଦର୍ଶକ ଫେରିବେ

ମେଲ୍‌ବୋର୍ଣ୍ଣ : ମାର୍ଚ୍ଚରେ ସାରାବିଶ୍ୱ ମହାମାରୀ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରଥମଥର ପାଇଁ ଆନ୍ତର୍ଜାତିକ କ୍ରିକେଟ୍‍ ମ୍ୟାଚ୍‍ ଦେଖିବାକୁ ଯାଉଛନ୍ତି ଦର୍ଶକ। କ୍ରିକେଟ୍‍ ଅଷ୍ଟ୍ରେଲିଆ ଚଳିତମାସ ଷ୍ଟାଡିୟମ୍‍ର ଗ୍ୟାଲେରୀକୁ କିଛି ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦେବାକୁ…

ଲଦାଖରେ ବିଭିନ୍ନ କ୍ରୀଡ଼ା ପ୍ରକଳ୍ପର ଶିଳାନ୍ୟାସ କଲେ ରିିଜିଜୁ

ଲେହ୍ : ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ବିଭିନ୍ନ କ୍ରୀଡ଼ା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁ। ଏସବୁ କ୍ରୀଡ଼ା ପ୍ରକଳ୍ପ ନିମନ୍ତେ ୧୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଲେହାଟ୍‌ ଓପନ୍‌ ଷ୍ଟାଡ଼ିୟମରେ ସିନ୍ଥେଟିକ ଟ୍ରାକ୍ ଓ ଆଷ୍ଟ୍ରୋ…

ସୁପରମାର୍କେଟ୍‌ ଫଳ ଖାଇବା ବିପଦ!

୨୦୧୧ରେ ହୋଇଥିବା ଏକ ସର୍ବେକ୍ଷଣର ତଥ୍ୟ ଯେତେବେଳେ ଗଣମାଧ୍ୟମ ଓ ଲୋକଲୋଚନକୁ ଆସିଥିଲା, ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକ୍ରିୟା ହୋଇଥିଲା। ବ୍ରିଟେନ୍‌ର ୨୪ଟି ନାମୀ ସୁପର୍‌ମାର୍କେଟ୍‌କୁ ନେଇ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଗ୍ରାହକଙ୍କ ଧାରଣା ଯେ ସୁପର୍‌ମାର୍କେଟ୍‌ରେ ସବୁବେଳେ…

ସାଂସଦ ପ୍ରତିନିଧି ଗୁଲାବ ସୋନି କରୋନା ସଂକ୍ରମିତ

ଟିଟିଲାଗଡ଼: ଟିଟିଲାଗଡ ଅଞ୍ଚଳରେ କରୋନା ମହାମାରୀ ହୁହୁ ହୋଇ ବୃଦ୍ଧି ପାଇବାକୁ ଲାଗିଛି। ଟିଟିଲାଗଡ ଅଞ୍ଚଳରେ ସରକାରୀ କର୍ମଚାରୀ, ସରକାରୀ ଓକିଲ, ରାଜନେତା, ସାମ୍ବାଦିକ, କୋଭିଡ ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି। ଗତ ଦୁଇ ଦିନ ତଳେ ଟିଟିଲାଗଡ ବିଧାୟିକା ତଥା ରାଜ୍ୟ ମହିଳା ଓ ଶିଶୁ…

ରାଜ୍ୟ କ୍ୟବିନେଟ ବୈଠକ, ୩ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମଧ୍ୟମରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା।  ଏହି କ୍ୟାବିନେଟ୍‌ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ…

ସମ୍ବଲପୁରୀ ମାସ୍କ ଲୋକସଭା ସାଂସଦଙ୍କୁ ବାଣ୍ଟିଲେ ବରଗଡ ସାଂସଦ

ସମ୍ବଲପୁର : କରୋନା ମହାମାରୀ ବିଶ୍ୱବାସୀଙ୍କୁ ଅନେକ ଶିକ୍ଷା ଦେଇ ଚାଲିଛି। ଏହି ଘଡସନ୍ଧି ମୁହୁର୍ତ୍ତରେ ଗୋଟିଏ ଦେଶ ଅନ୍ୟ ଦେଶକୁ ସାହାର୍ଯ୍ୟ କରିବାରେ କୁନ୍ଥ କୁନ୍ଥ ହେଉଥିବାବେଳେ ବିଦେଶୀ ସାମଗ୍ରୀ ଉପରେ ନିର୍ଭରଶୀଳ ଦେଶଗୁଡିକର ଅବସ୍ଥା ସାଙ୍ଘାତିକ ଅଟେ। ଏଥିରୁ ଶିକ୍ଷା ନେଇ…

୧୧ରେ ଓୟୁଏଟି ସ୍ନାତକ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସ୍ନାତକ(ୟୁଜି)ପାଠ୍ୟକ୍ରମର ଏକକ ପ୍ରବେଶିକା ପରୀକ୍ଷା ଆସନ୍ତା ଅକ୍ଟୋବର ୧୧ ତାରିଖରେ ଅନୁଷ୍ଠିତ ହେବ। ଆବେଦନ ଶେଷ ହୋଇଥିଲେ ମଧ୍ୟ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାମୟିକ ଭାବେ ପ୍ରବେଶିକାକୁ ସ୍ଥଗିତ ରଖାଯାଇଥିଲା।…

ଇଞ୍ଜିନିୟର ଦିବସ ଓ ସାର୍ ବିଶ୍ୱେସରାୟ

ସମଗ୍ର ଭାରତରେ ସେପ୍ଟେମ୍ବର ୧୫ ତାରିଖ ଇଞ୍ଜିନିୟର ଦିବସ ରୂପେ ପାଳିତ ହେଉଛି ା ୧୮୬୧ ମସିହାର ଏହି ପବିତ୍ର ଦିନରେ ନବଭାରତର ଅନ୍ୟତମ ନିର୍ମାତା ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍ ବିଶ୍ବେଶ୍ବରାୟା ମହୀଶୂର (ଆଧୁନିକ କର୍ଣ୍ଣାଟକ) ରାଜ୍ୟର ମୁଖିନହାଲି ଗ୍ରାମରେ ଜନ୍ମଲାଭ କରିଥିଲେ ା ମେଧାବୀ…