ରାୟଗଡା ବିଜେପି ସଭାପତିଙ୍କୁ କରୋନା
ରାୟଗଡା - ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶିବ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ, ଜିଲ୍ଲାବାସୀଙ୍କର ସମାସ୍ୟା ସମାଧାନ ପାଇଁ କୋଭିଡ ୧୯ ନିୟମ ମାନି ମିଶିଥିଲେ ମଧ୍ୟ ଅଜାଣରେ କୌଣସି କରୋନା ଆକ୍ରାନ୍ତ ବ୍ୟକ୍ତି!-->…