ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂ
ଭୁବନେଶ୍ୱର- ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିଂବଶ ନାରାୟଣ ସିଂଙ୍କୁ ନ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୂର୍ବ ନିର୍ବାଚନରେ ବିଜେଡି ମଧ୍ୟ ବରିବଂଶଙ୍କୁ ସମର୍ଥନ କରିଥିଲେ । ଆଜି ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଟେଲିଫୋନ ଯୋଗେ!-->…