ସଚେତନତା ଲୋଡା
ଦେଶରେ କରେନା ଭୁତାଣୁ ସଂକ୍ରମଣ ହୁହୁ ହୋଇ ବଢିଚାଲିଥିବା ବେଳେ ଦେଶର ୨୧୩ଟି ପ୍ରଭାବିତ ରାଷ୍ଟ୍ରଙ୍କ ମଧ୍ୟରେ ଭାରତ ଏବେ ତୃତିୟ ସ୍ଥାନରେ ରହିଛି । କହିବା ବାହୁଲ୍ୟ ଯେ, ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ଲକ୍ଷ ୭୦ ହଜାରରେ ପହଞ୍ଚି ଗଲାଣି । ଏହା ନିଶ୍ଚିତ ଯେ, ଭାରତ ଭଳି ଏକ ବିଶାଳ!-->…