ରେଡ଼ିଓ ଜକି ଐଶାନ ମହାପାତ୍ରଙ୍କ ପରଲୋକ
କଟକ : ଆକାଶବାଣୀ କଟକର ଏଫଏମ୍ ରେନବୋରେ ରେଡ଼ିଓ ଜକି ଭାବେ କାର୍ଯ୍ୟ କରୁଥିବା ଐଶାନ ମହାପାତ୍ରଙ୍କର ପରଲୋକ ହୋଇଯାଇଛି। ମାତ୍ର ୩୪ ବର୍ଷ ବୟସରେ ଜଣେ ଯୁବ ପ୍ରତିଭାବାନ ରେଡ଼ିଓ ଜକି ଐଶାନଙ୍କ ଦେହାନ୍ତ ହୋଇଛି। ସୂଚନାଅନୁସାରେ ୪ ଦିନ ତଳେ ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଟକର ଏକ!-->…