ଦୁଇ ଶହ ଟଙ୍କା ପାଇଁ ଭାଇକୁ ହତ୍ୟା

ଆସିକା : ଦୁଇ ଶହ ଟଙ୍କା ପାଇଁ ନିଜ ଦାଦା ପୁଅକୁ ଜଣେ ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସମ୍ପେଇତପୁର ଗାଁରେ । ମୃତ ଯୁବକଜଣଙ୍କ ହେଲେ ବାବୁଲା ଗୌଡା ପୋଲିସ ଅଭିଯୁକ୍ତ ନୃସିଂହ ଗୌଡଙ୍କୁ ଗତକାଲି ଗିରଫ କରିଛି । ସୂଚନା…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା ଲକ୍ଡାଉନରେ ୧.୭୫ଲକ୍ଷ ଘର ନିର୍ମାଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶରେ ୧.୭୫ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହର ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଗୃହର ଉଦଘାଟନ କରିଛନ୍ତି । ଗ୍ରାମଞ୍ଚଳର ଗରିବଙ୍କ ପାଇଁ କେନ୍ଦ୍ରର ଆବାସ…

ରାୟଗଡାରେ ଦିନକରେ ୧୦୫ ପଜିଟିଭ୍

ରାୟଗଡା: ରାୟଗଡା ଜିଲ୍ଲାରେ କୋରନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଆଜି ଦିନକରେ ୧୦୫ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ୬ ହଜାର ମୁହାଁ ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଜିଲ୍ଲାରୁ ୧୦୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ପୁରୁଷ ଏବଂ…

ହାତୀ ମୀନାର ପରିଦର୍ଶନ କଲେ ଜାତୀୟ ବନ୍ୟପ୍ରାଣୀ ଟ୍ରଷ୍ଟର ଅଧିକାରୀ

ଚମ୍ପୁଆ: ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାଲି ପଞ୍ଚାୟତରେ ବେସରକାରୀ ଉଦ୍ୟମରେ ନିର୍ମାଣ କରାଯାଇଥିବା ହାତୀ ମୀନାର ପରିଦର୍ଶନ କରିି ଫେରିଛନ୍ତି ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ଟ୍ରଷ୍ଟର ଅଧିକାରୀ । ଏହି ଟିମରେ ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ଟ୍ରଷ୍ଟର ମୁଖ୍ୟ ଆଞ୍ଚଳିକ ନିର୍ଦେଶକ ରୁଦ୍ର…

ନକଲି ମହୁ ଠାବ

କଟକ- କଟକ ରାଣୀହାଟ କେନାଲ ରୋଡ ଅଂଚଳରେ ଏକ ନକଲି ମହୁ ତିଆରି କାରଖାନା ପୋଲିସ ଠାବ କରିଛି । କେବଳ ମୁହୁ ନୁହେଁ ଗୋଲାପ ଜଳ ଓ ଲକ୍ଷାଧିକ ଟଙ୍କାର ନକଲି ପୂଜା ସାମଗ୍ରୀ ଜବତ ହୋଇଛି । ବହାର ରାଜ୍ୟରୁ ବିଭିନ୍ନ କଂପାନୀ ଷ୍ଟିକରକୁ ବ୍ୟବହାର କରି ନକଲି ସମାଗ୍ରୀ ତିଆରି କରାଯାଇଥିଲା ।…

ବନ୍ୟା ପିଡିତଙ୍କୁ ୨୦ହଜାର ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଦାବି

ଜଗତସିଂହପୁର: ଅଲ ଇଣ୍ଡିଆ କିଶାନ କ୍ଷେତ ସଂଗଠନ ପକ୍ଷରୁ ରାଜ୍ୟ କମିଟି ସଦସ୍ୟ ସୁବାଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଦାବି ପତ୍ର ବନ୍ୟା ପ୍ରଭାବିତ ଇଲାକାରେ ଚାଷୀଙ୍କ ସମସ୍ୟା ଉପରେ ୭ଦଫା ଦାବି ପତ୍ର ଅତିରିକ୍ତ ବିଡିଓଙ୍କୁ ପ୍ରଦାନ କରାଯାଇଛି । ଗତ ଲଘୁଚାପ ବର୍ଷା ଓ ମହାନଦୀରେ ମଧ୍ୟମ ଧରଣର…

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗିରଫ ଦାବି

କାକଟପୁର- ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗରଫ ଦାବି କରିଛି ବିଜେପି । କାଟକପୁର ମଙ୍ଗଳା ମାହାବିଦ୍ୟାଳୟ ଅଧ୍ୟକ୍ଷକଙ୍କ ଉପରେ ମନ୍ତ୍ରୀ ତୁଷାରକାନ୍ତିଙ୍କ ଇସାରରେ ଅସ୍ତରଙ୍ଗ ବ୍ଳକ ଅଧ୍ୟକ୍ଷ ସ୍ୱାଧୀନ ନାୟକ କଲେଜ ଅଧ୍ୟକ୍ଷକଙ୍କ ଉପରେ ଚାପ ପ୍ରଯୋଗ କରିଥିବା ବିଜେପି ଅଭିଯୋଗ କରିଛି…

ବଧୂ ହତ୍ୟା : ଜେଲଗଲେ ଶାଶୂ, ଶ୍ୱଶୁର, ସ୍ୱାମୀ

ବାଲିକୁଦା: ବଧୁହତ୍ୟା ଅଭିଯୋଗରେ ଶାଶୂ, ଶ୍ୱଶୁର ଓ ସ୍ୱାମୀକୁ ଆଜି ବାଲିକୁଦା ପୁଲିସ କୋର୍ଟ ଚାଲାଣ କରିଛି । ଜାମିନି ନା ମଂଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଇଛି । ବାଲିକୁଦା ଥାନା ଅଧୀନ ବାଲିସାହି ଗାଁରେ ଗତକାଲି ଉକ୍ତ ଘଟଣା ଘଟିଥିଲା । ଉକ୍ତ ଗାଁର ବ୍ରଜବନ୍ଧୁ ପରିଡାଙ୍କ…

ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ କ୍ରାଇମବ୍ରାଂଚକୁ ନିର୍ଦେଶ

କଟକ: ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ ହାଇକୋର୍ଟ ତଲବ କରିଛନ୍ତି । ପରବର୍ତୀ ଶୁଣାଣି ପୂର୍ବରୁ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଂଚକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଏଥିସହିତ ଘଟଣାର ତଦନ୍ତ ଶୀଘ୍ର…

ରୋଟାରୀ କ୍ଳବ ବ୍ରହ୍ମପୁର ଇଷ୍ଟ ତରଫରୁ ଦୁଇଗୋଟି ସ୍ୱାଭିମାନ କେନ୍ଦ୍ର ଉଦଘାଟନ

ବ୍ରହ୍ମପୁର : ବିଶ୍ୱ ସ୍ୱାକ୍ଷରତା ଦିବସ ଅବସରରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ସୁନ୍ଦର ପୁର ଓ ଭିକାରୀ ପଲ୍ଲୀ ପଞ୍ଚାୟତର ନୂଅଁପଲ୍ଲୀ ଗ୍ରାମରେ ୨ଟି ସ୍ୱାଭିମାନ (ପ୍ରୌଢ ଶିକ୍ଷା)କେନ୍ଦ୍ର ଉଦ୍ଘାଟନ ହୋଇ ଯାଇଛି । ନୂଆ ପଲ୍ଲୀ କେନ୍ଦ୍ରଟି ଗ୍ରାମର…