ପୋଲିସ ହାତରେ ସୁନା ଚୋର ଦଳ
ରାୟଗଡା: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ପୋଲିସକୁ ମିଳିଛି ବଡ ସଫଳତାା ଗତ ଅଗଷ୍ଟ ମାସ ୧୬ ତାରିଖ ଦିନ ଜେକେପୁର ସ୍ଥିତ ଅମ୍ଲାଭଟା ଛକରେ ରହୁଥିବା ପ୍ରଶ୍ନ କୁମାର ପ୍ରଧାନଙ୍କ ଘରୁ ଚୋରି ହୋଇଥିଲାା ଘଟଣା ସଂପର୍କରେ ପ୍ରଶ୍ନ କୁମାର ଚାନ୍ଦିଲି ଥାନାରେ ଲିଖିତ ଆକାରରେ ଜଣାଇଥିଲେ । ଏ ନେଇ!-->…