ବିଶ୍ୱକର୍ମା ପୂଜା : ଜାଣନ୍ତୁ ଏହା ସହ ଜଡ଼ିତ ବିଶେଷ ମହତ୍ତ୍ୱ

ହିନ୍ଦୁଧର୍ମରେ ପ୍ରତ୍ୟେକ ପୂଜାକୁ ବିଧି ପୂର୍ବକ ପାଳନ କରାଯାଏ। ଶାସ୍ତ୍ର ଅନୁଯାୟୀ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଯନ୍ତ୍ରୀ ଏବଂ ବାସ୍ତୁକାରକ ବୋଲି କୁହାଯାଏ। ଏହି ପୂଜାର ନିତୀ ସୂର୍ଯ୍ୟଦେବତାଙ୍କୁ ଦର୍ଶନ କରି କରାଯାଏ।ମାନ୍ୟତା ଅନୁଯାୟୀ ପୌରାଣିକ କାଳରେ ଦେବତା ମାନଙ୍କ…

ନିଟ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର- ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ନିଟ ପରୀକ୍ଷା । ୭ଟି ସହାରର ୮୩ଟି କେନ୍ଦ୍ରରେ ଏହି ପାରୀକ୍ଷା କରାଯିବ । ମୋଟ ୩୭,୪୫୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସକାଳ ୧୧ରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାର ସମସ୍ତ…

ଦେଶରେ ସର୍ବାଧିକ ୯୭ ହଜାର ୫୭୦ ନୂଆ କରୋନା ଆକ୍ରାନ୍ତ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ- ଭାରତରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହୋବାକୁ ଲାଗିଛି । ପ୍ରତ୍ୟେକ ଦିନ ୫୦ ହଜାର ପାର କରୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୯୭ ହଜାର ୫୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ଗତ ୨୪ ଘଂଟାରେ ୫୦ ହଜାର କରୋନା ସାମ୍ପୁଲ ଟେଷ୍ଟ

ଭୁବନେଶ୍ୱର- ଆଜି ଗୋଟିଏ ଦିନରେ ୫୦ ହଜାର ୯୭୯ କରୋନା ସମ୍ପାଲୁ ଟେଷ୍ଟ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆଟିପିସିଆର ଟେଷ୍ଟିଂଙ୍ଗ ୭,୬୦୭ ହୋଇଥିବା ବେଳେ ରାପିଡ ଆଂଟିଜେନ ଟେଷ୍ଟ ୪୩,୨୧୩ ରହିଛି ଓ ଟ୍ର୍ରୁନଟ ଟେଷ୍ଟ ୧୬୦ ।

ଆୟୁଷ୍ମାନ ଭାରତ ଦ୍ୱାରା ଓଡିଶାର ୬୦ ଲକ୍ଷ ଲୋକ ଉପକୃତ ହେବେ

ଭୁବନେଶ୍ୱର- ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଏହି ଯୋଜନା ଲାଗୁ କରାଗଲେ ଓଡିଶାର ୬୦ ଲକ୍ଷ ଲୋକ ଉପକୃତ ହେବେ । ଲୋକମାନେ କମ ମୂଲ୍ୟରେ…

ରାହୁଲ-କୁମ୍ବଲେ ଯୋଡ଼ି ଭରସାରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ

ନୂଆଦିଲ୍ଲୀ  : ଆଇପିଏଲ ୧୩ତମ ସଂସ୍କରଣ ଆଉ ମାତ୍ର ଏକ ସପ୍ତାହ ପରେ ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ଦଳର ଖେଳାଳିମାନେ ଅଭ୍ୟାସ କରିବା ସହିତ ପ୍ରଶିକ୍ଷକମାନଙ୍କ ସହିତ ମିଶି ରଣନୀତି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଇପିଏଲର ଅନ୍ୟତମ ଦଳ କିଙ୍ଗସ୍‌ ଏକାଦଶ ପଞ୍ଜାବର ଏପର୍ୟ୍ୟନ୍ତ ଚମକ…

ଟୋକିଓରେ ଭୂକମ୍ପ ଝଟକା ; ତିବ୍ରତା ୬.୦ ରେକର୍ଡ଼

ଟୋକିଓ : ଜାପାନର ରାଜଧାନୀ ଟୋକିଓରେ ଶନିବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପ ଝଟକା ଟୋକିଓ ଠାରୁ ୪୦୭ କିଲୋମିଟର ଉତ୍ତର ଠାରୁ ଉତ୍ତର-ପୂର୍ବ ଅଞ୍ଚଳରେ ସକାଳ ୮ଟା୧୪ରେ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୦ ରେକର୍ଡ଼ କରାଯାଇଛି। ଏନେଇ ଏନସିଏସ ପକ୍ଷରୁ ସୂଚନା ମିଳିଛି।…

୩ କୋଟିର ଟିକସ ଠକେଇ: ଏ.ଆର ରହମାନଙ୍କୁ ନୋଟିସ୍‌

ମୁମ୍ବଇ : ମାଡ୍ରାସ ହାଇକୋର୍ଟ ଓସ୍କାର ପୁରସ୍କାର ବିଜେତା ତଥା ପ୍ରତିଷ୍ଠିତ ମ୍ୟୁଜିକ୍ କମ୍ପୋଜର୍‌ ଏ.ଆର ରହମାନ୍‌ଙ୍କୁ ‌ନୋଟିସ ଜାରିକରି ଆୟକର ସଂକ୍ରାନ୍ତ ଏକ ମାମଲାରେ ସ୍ପଷ୍ଟୀକରଣ ମାଗିଛନ୍ତି। ଏଆର ରହମାନଙ୍କ ବିରୋଧରେ ଅଭିଯୋଗ ହୋଇଛି କି ସେ ନିଜର ଚାରିଟେବୁଲ ଟ୍ରଷ୍ଟ ଏଆର ରହମାନ୍…

ରାଜ୍ୟରେ ଆଜି ଆଖି ବୁଜିଲେ ୧୧ ଆକ୍ରାନ୍ତ

ଭୁବନେଶ୍ୱର- ଗତ ୨୪ଘଂଟାରେ ୧୧ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୬୧୬ରେ ପଂହଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପ୍ରାଣ ହରାଇଥିବା ୧୧ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୩, ଖୋର୍ଦ୍ଧା ୨,…

ସୋମବାରଠୁ ସଂସଦ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସୋମବାରଠୁ ଆରମ୍ଭ ହେବ ସଂସଦ ମୌସୁମୀ ଅଧିବେଶନ । କରୋନା କଟକଣା ମଧ୍ୟରେ ଭିନ୍ନ ରୂପରେ ବସୁଥିବା ଅଧିବେଶନରେ କେନ୍ଦ୍ର ସରକାରଙ୍କ ୧୧ଟି ଅଧ୍ୟାଦେଶ ସମ୍ବନ୍ଧୀୟ ୨୩ଟି ନୂଆ ବିଲ୍ ଆସିବ ବୋଲି ସୂଚନା ମିଳିଛି ସଂସଦର ୧୮ ଦିନିଆ ଅଧିବେଶନ କାଳରେ ଅଧ୍ୟାଦେଶଗୁଡିକୁ ବିଧେୟକ ରୂପ ପାସ…