ବାଲେଶ୍ୱରରେ ଆଉ ଏକ କୋଭିଡ ହସ୍ପିଟାଲ: ଅଶିତ ତ୍ରିପାଠୀ

ଭୁବନେଶ୍ୱର- ବାଲେଶ୍ୱରର କରୋନା ସ୍ଥିତି ସମୀକ୍ଷା କରିବା ସହ ସେଠାରେ ୧୦୦ ଶଯ୍ୟା ବିଶିଷ୍ଟ ପୁଣି ଏକ କୋଭିଡ ହସ୍ପିଟାଲ କରାଯିବା ନେଇ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି । ଆଇସିୟୁ ଏବଂ ଓଟି ବ୍ୟବସ୍ଥା ମଧ୍ୟ ରହିବ । ଜ୍ୟୋତି ହସ୍ପିଟାଲକୁ ୧୦ ନର୍ସ ଯୋଗାଇ ଦେବା…

୧୩ ତାରିଖ ଦିନ ୟୁନିଟ-୧ ମାର୍କେଟ ବନ୍ଦ

ଭୁବନେଶ୍ୱର- ନିଟ ପରୀକ୍ଷା ପାଇଁ ୧୩ ତାରିଖରେ ଦିନ ୧୧ରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୟୁନିଟ-୧ ପରିବା ହାଟକୁ ବନ୍ଦ କରିବାକୁ ବିଏମସି ପକ୍ଷରୁ ନିର୍ଦେଶ ଦିଆଯାଇଛି । ୟୁନିଟ-୧ ରେ ଥିବା ମଦରସ୍ ପବ୍ଳିକ ସ୍କୁଲ ନିଟ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି । ତେଣୁ ଗହଳିକୁ ଏଡାଇବା…

ନୂଆ ଯୁଗ ପାଇଁ ନୂଆ ମନ୍ତ୍ର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ବିଦ୍ୟାଳୟରେ ଶିକ୍ଷାଦାନ କରାଯାଉଥିବା ସମୟରେ ଛାତ୍ରଛାତ୍ରୀ ସେହି ଭାଷା ଉପରେ ଅବଗତ ହେଉଛି କି ନାହିଁ ତାହା ଜାଣିବା ନିହାତି ଆବଶ୍ୟକ । ପାଢପଠିବା ସହିତ ଗୋଟିଏ ବିଷୟ ଉପରେ ପଙ୍ଗାନୁପୁଙ୍ଗ ଚିନ୍ତା କରିବା ଦରକାର ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।…

ମହାରାଷ୍ଟ୍ରରେ ପୁଣି ଭୂକମ୍ପ ଝଟକା

ମୁମ୍ବାଇ- ଆଜି ମହାରାଷ୍ଟ୍ରରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।ରେକ୍ଟର ସ୍କେଲରେ ଏହି ତ୍ରିବତା ୩.୫ ରହିଥିଲା ବୋଲି ଏନସିଏସ ପକ୍ଷରୁ କୁହାଯାଇଛି । ଉତର ମୁମ୍ବାଇ ଠାରୁ ୯୮ କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପରେ କିଛି କ୍ଷତି ହୋଇନାହିଁ ବୋଲି ସୂଚନା…

ଦେଶର ୬୯ ପ୍ରତିଶତ ସହର ବାସୀ କରୋନା ସଂକ୍ରମିତ: ଜାତୀୟ ସେରୋ ସର୍ଭେ

ନୂଅଦିଲ୍ଲୀ- ଦେଶର ଗ୍ରାମାଂଚଳରେ ବସବାସ କରୁଥିବା ୬୯ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେଉଛନ୍ତି । ଜାତୀୟ ସେରୋ ସର୍ଭେ ରିର୍ପୋଟରୁ ଏହା ଜଣାପଡିଛି । ଏଥି ମଧ୍ୟରୁ ବସ୍ତି ଅଂଚଳରୁ ୧୫.୯ ହୋଇଥିବା ବେଳେ ୧୪,୬ ଗ୍ରାମାଂଚଳ ଲୋକ ରହିଛନ୍ତି ।

ଗାଁ ମାଟିରେ ସରିଲା ଶେଷକୃତ୍ୟ ସମ୍ପନ

ଭୁବନେଶ୍ୱର- ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ଗାଁ ମାଟିରେ ସରିଲା ସହିଦ ଯବାନ ଦେବାଶିଷ ସେଠୀଙ୍କ ଶେଷକୃତ୍ୟ ସମ୍ପନ । ଗତକାଲି ରାତିରେ ସହୀଦ ଦେବାଶିଷଙ୍କ ମର ଶୀରର ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଳକ ଅଙ୍ଗପଡା ଗାଁରେ ପହଂଚି ଥିଲା । ଶହଶହ ଲୋକ ତାଙ୍କ ଶେଷ ଦର୍ଶନ ପାଇଁ ଅପେକ୍ଷା…

ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ପଜିଟିଭ

ଭୁବନେଶ୍ୱର- ଗତ କିଛି ଦିନ ହେବ ମନ୍ତ୍ରୀ ଓ ବିଧାୟକ ମାନେ ସଂକ୍ରମିତ ହେବାରେ ଲାଗିଛନ୍ତି । ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ହୋମଆଇସୋଲେସନରେ ଅଛନ୍ତି ଓ ତାଙ୍କ…

ରାଜ୍ୟରେ ୬୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ୧୧ ଜଣ କରୋନାରେ ଅଖିବୁଜିଥିବା ବେଳେ ମୋଟ ମୃତୁ୍ୟ ସଂଖ୍ୟା ୬୦୨କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତ୍ୟକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫, ପୁରୀ ୩, ମୟୂରଭଞ୍ଜ୨, କୋରାପୁଟ, କଳାହାଣ୍ଡି, କଟକ ଓ…

ସୃଷ୍ଟି ହୋଉଛି ଘୂର୍ଣ୍ଣିବଳୟ: ଓଡିଶାରେ ପ୍ରବଳ ଛେଚିବ

ଭୁବନେଶ୍ୱର- ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ଆଭ୍ୟନ୍ତରୀଣ ଓଡିଶା ଉପକୂଳ ଓଡିଶାରେ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । କୋରାପୁଟ, ମାଲକାନଗିରି, ଗଜପତି,…

ଦିନକରେ ୩୯୯୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ଦିନକରେ ୩୯୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୩୫୯ ଓ ସ୍ଥାନୀୟ ସଂକ୍ରମିତ ୧୬୩୭ ରହିଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହା କୁହାଯାଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୦୬, କଟକ ୩୫୪,…