ଯୋଗାଣ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର: ବାଲେଶ୍ୱର ଯୋଗାଣ ବିଭାଗ ମୁଖ୍ୟ ଅଧିକାରୀ(ଚିଫ୍ ସିଏସଓ)ଙ୍କ ଅଭଦ୍ରୋଚିତ ବ୍ୟବହାରରେ ଅତିଷ୍ଠ କର୍ମଚାରୀମାନେ ଜିଲ୍ଲାପାଳଙ୍କ ଠାରେ ଆଜି ଅଭିଯୋଗ ଉଠାଇବା ସହ କଲମଛାଡ଼ ଆନ୍ଦୋଳନର ଚେତାବନୀ ଦେବା ଘଟଣା ଜିଲ୍ଲାର ସରକାରୀ କର୍ମଚାରୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟ…

ଏନ୍ଏକ୍ସଟି ଡିଜିଟାଲର ପ୍ରଥମ ୩ମାସ ରାଜସ୍ୱ ଆୟରେ ବୃଦ୍ଧି

ଭୁବନେଶ୍ୱର: ଏନ୍ଏକ୍ସଟି ଡିଜିଟାଲ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । କରୋନା ମହାମାରୀ ଦ୍ୱାରା ଏହି ତିନି ମାସର କାରବାର ଗୁରୁତର ପ୍ରଭାବିତ ହୋଇଥିବା ସତ୍ୱେ କଂପାନି ରାଜସ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି । ୨୦୨୦ର…

ସିଲଭର ଲେକ୍ ୭,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ରିଲାଏନ୍ସ ରିଟେଲ୍ ଭେଂଚର୍ସରେ୍

ଭୁବନେଶ୍ୱର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ସିଲଭର ଲେକ୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍ଆର୍ଭିଏଲ୍)ରେ ୭୫୦୦ କୋଟି ଟଙ୍କା ନିବେଶ…

କୋଭିସିଲ୍ଡ ଭ୍ୟାକସିନ ଟ୍ରାଏଲ ସ୍ଥଗିତ

ନୂଆଦିଲ୍ଲୀ- ଭାରତରେ ସ୍ଥଗିତ ହେଲା କୋଭିଡସିଲ୍ଡ ଭ୍ୟାକସିନର ମାନବ ପରୀକ୍ଷଣ । ଆମେରିକା ଅକ୍ସଫୋର୍ଡ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକସିନର ଟ୍ରାଏଲକୁ ବନ୍ଦ କରିବାକୁ ସେରମ ଇନଷ୍ଟିଚୁ୍ୟଟ ଘୋଷଣା କରିଛି ।

ରାମ ମନ୍ଦିର ଟ୍ରଷ୍ଟ ବ୍ୟାଙ୍କ ଆକାଉଂଟରୁ ଟଙ୍କା ଗାଏବ

ଭୁବନେଶ୍ୱର- ଅଯୋଧ୍ୟା ରାମ ଜନ୍ମଭୂମି ଟ୍ରଷ୍ଟର ବ୍ୟାଙ୍କ ଖାତାରୁ ୬ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି । ଲକ୍ଷେ୍ନøର ୨ଟି ବ୍ୟାଙ୍କରୁ ଜାଲ ଚେକ ମାଧ୍ୟମରେ ଏହି ଟଙ୍କା ଉଠାଯାଇଛି ବୋଲି ଟ୍ରଷ୍ଟ ପକ୍ଷରୁ ଅଭିଯୋଗ କରାଯାଇଛି । ପୋଲିସ ଏହା ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।…

ସେପ୍ଟେମ୍ବର ୧୨ ତାରିଖ ଦିନ ଦେଶରେ ସ୍ୱତନ୍ତ୍ର ୮୦ଟି ଟ୍ରୋନ ସେବା ଆରମ୍ଭ

ନୂଆଦିଲ୍ଲୀ- ସେପ୍ଟେମ୍ବର ୧୨ ତାରିଖ ଦିନ ଦେଶରେ ସ୍ୱତନ୍ତ୍ର ୮୦ଟି ଟ୍ରୋନ ଗଡିବ । ଏଥିପାଇଁ ୧୦ ତାରିଖ ଠାରୁ ଯାତ୍ରୀମାନେ ଟିକେଟ ବୁକିଂ କରିବେ । ଆଗରୁ ୨୩୦ ଟ୍ରୋନ ସେବା ଆରମ୍ଭ ହୋଇଛି ବୋଲି ରେଲୱେ ବୋର୍ଡ ଅଧ୍ୟକ୍ଷ ଭି.କେ ୟାଦଭ କହିଛନ୍ତି । ମହାମାରୀ କରୋନା ପାଇଁ ଦୀର୍ଘ ୫ମାସରୁ…

ପରୀକ୍ଷା ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ- ପରୀକ୍ଷା ପାଇଁ ଗାଇଡଲାଇନ ଜାରି କରିଛି କେନ୍ଦ୍ର । ପରୀକ୍ଷା ସମୟରେ ବହୁତ ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଆସାଥାନ୍ତି । ସେମାନଙ୍କ ସହିତ ସେମାନଙ୍କ ଅଭିଭାବକ ଆସିଥାନ୍ତି ଓ ଶିକ୍ଷିକ ମାନେ ମଧ୍ୟ ଆସିଥିନ୍ତି । ତେଣୁ ଏଭଳି ସ୍ଥିତିରେ କରୋନା ସଂକ୍ରମଣ…

ଆଇପିଏଲ୍‍ ଆୟୋଜନ ତଦାରଖ ପାଇଁ ଦୁବାଇରେ ଗାଙ୍ଗୁଲି

ଦୁବାଇ : ଚଳିତମାସ ୧୯ରୁ ୟୁଏଇରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ୮ଟିଯାକ ଫ୍ରାଞ୍ଚାଇଜି ଗତମାସଠାରୁ ୟୁଏଇରେ ରହିଛନ୍ତି। ଏବେ ଆଇପିଏଲ୍‍ରେ ସେବା ଯୋଗାଣକାରୀ ସଂସ୍ଥା, ପ୍ରସାରଣକାରୀ ଷ୍ଟାର୍‍ ସ୍ପୋର୍ଟସ ଓ…

ନେଟ ପରୀକ୍ଷା ପାଇଁ ଲକଡାଉନ କଟକଣା କୋହଳ କଲେ ପଶ୍ଚିମବଙ୍ଗ ସରକାର

କୋଲକତା- ନେଟ ପରୀକ୍ଷା ପାଇଁ ଲକଡାଉନ କଟକଣାକୁ କୋହଳ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ । ସେପ୍ଟମ୍ବର ୧୩ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ବିଭିନ୍ନ ପ୍ରାନ୍ତରୁ ଗାଡିମୋଟର ଯୋଗେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଅସିବେ । ତେଣୁ ଆସନ୍ତା ୧୧ ଓ ୧୨…

ଭାରତୀୟ ବାୟୁସେନାରେ ସାମିଲ ହେଲା ଲଢୁଆ ଯୁଦ୍ଧ ବିମାନ

ନୂଆଦିଲ୍ଲୀ- ଭାରତୀୟ ବାୟୁସେନାରେ ସାମିଲ ହେଲା ଲଢୁଆ ଯୁଦ୍ଧ ବିମାନ ରାଫେଲ । ବାୟୁସେନାର ସେଭେଂଟିନ ସ୍କ୍ୱାଡର୍ରନ ଗୋଲଡେନ ଆରୋସରେ ସାମିଲ ହେଲା ଏହି ଶକ୍ତିଶାଳୀ ବିମାନ । ଅମ୍ବାଲା ଏୟାରବେସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଓ ଫ୍ରାନ୍ସ…