ଇମ୍ପା ଶ୍ରମିକ ସଂଘର ନୂତନ କର୍ମକର୍ତା ଚୟନ
ରାୟଗଡା: ଥେରୁବାଲି ଇମ୍ପାଶ୍ରମିକ ସଂଘର ନୂତନ କର୍ମକର୍ତା ଚୟନ ହୋଇଛନ୍ତିା ଆସନ୍ତା ୨ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ସମସ୍ତ କର୍ମକର୍ତା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ନେଇ ସିଟୁ ରାୟଗଡା ଜିଲ୍ଲା ସଭାପତି ଆର.ହରିନ୍ଦ୍ର ସୂଚନା ଦେଇଛନ୍ତି । ସଭାପତି ଭାବେ ପ୍ରଦୀପ କୁମାର ସାହୁ,!-->…