ଖାରଜ ହେଲା ରିଆଙ୍କ ଜାମିନ ଆବେଦନ
ମୁମ୍ବାଇ- ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଛନ୍ତି ରିୟା ଚକ୍ରବର୍ତିୀ । ଗତ ୩ ଦିନ ଧରି ମାରାଥନ ଜୋରା ପରେ ଏନସିବି ରିୟାଙ୍କୁ ଗିରଫ କରିଛି । ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାଜିଷ୍ଟେଟଙ୍କ ସାମ୍ନାରେ ରିୟା ଉପସ୍ଥିତି ଥିଲେ । ତେବେ!-->…