‘ସ୍ପୁଟନିକ୍-ଭି’ ନେବାକୁ ଭାରତକୁ ରୁଷ୍ର ପ୍ରସ୍ତାବ
ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏଠାରେ ସାର୍ବଜନୀନ ବ୍ୟବହାର ନିମନ୍ତେ ବିଶ୍ୱର ପ୍ରଥମ ତଥା ରୁଷ ଦ୍ୱାରା ବିକଶିତ ‘ସ୍ପୁଟନିକ୍-ଭି’ ନାମକ ଟିକାର ସହପ୍ରସ୍ତୁତି ଓ ସହଯୋଗାଣ ପାଇଁ ମସ୍କୋ ପ୍ରଶାସନ ନୂଆଦିଲ୍ଲୀ ପ୍ରତିକ୍ଷଙ୍କୁ!-->…