ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଭେଟିଲା ଏବିଭିପି

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଆଜି ଏବିଭିପି ଢେଙ୍କାନାଳର ଏକ ପ୍ରତିନିଧି ଦଳ ନଗର ସମ୍ପାଦକ ଅରିଜିତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ୨୧ ତାରିଖରୁ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଜିର ହେବାକୁ ଥିବା ପରୀକ୍ଷା ପାଇଁ ପିଲା ମଧ୍ୟରେ ଥିବା…

୨୦୨୫ ପୂର୍ବରୁ ଗଡ଼ିବନି ରେଳ ତାଳଚେରରୁ ବିମଳାଗଡ

ଅନୁଗୁଳ: ପଦ୍ମ ଘୁଂଚିଲା ଭଳି ଘୁଂଚିଘଂଚି ଯାଉଛି ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟା ୨୦୨୨ ଡିସେମ୍ବରରେର ଏହି ପ୍ରକଳ୍ପ ଶେଷ କରିବାକୁ ଯୋଜନା ରହିଥିଲାବେଳେ ଏବେ ଘୁଂଚିଯାଇଛି ଆଉ ତିନି ବର୍ଷ । ୫ ଦଶନ୍ଧିର ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ବାଟରେ ଜମି ବଡ଼ ସମସ୍ୟା ଭାବେ ଉଭା…

ରାସ୍ତା ନିର୍ମାଣର ବିଳମ୍ବତା ନେଇ ଜେବିପି ପକ୍ଷରୁ ରାସ୍ତା ବନ୍ଦ ଡାକରା ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ସରକାରୀ…

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଠାରେ କାର୍ଯ୍ୟରତ ଯୋଡା ବିକାଶ ପରିଷଦ ନିଜର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ନେଇ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ସାମାଜିକ ସମସ୍ୟାର ସମାଧାନ କ୍ଷେତ୍ରରେ ବେଶ ଆଗଭର । ଯୋଡା ପୌରପାଳିକା ଅନ୍ତର୍ଗତ ପୁରୁଣା ଏନଏସି ଗେଟ୍ ହିନ୍ଦୀ ହାଇସ୍କୁଲ ଠାରୁ…

ୟୁଏସ୍‍ ଓପନ୍‍ରୁ ଜୋକୋଭିକ୍‍ ନିଲମ୍ବିତ

ନ୍ୟୁୟର୍କ : ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ୍‍ ଟେନିସ୍‍ ଟୁର୍ଣ୍ଣାମେଣ୍ଟ ୟୁଏସ୍‍ ଓପନ୍‍ରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଘଟିଛି। ବିଶ୍ୱର ୧ନଂ ପୁରୁଷ ସିଙ୍ଗଲ୍‍ସ ଖେଳାଳି ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ୟୁଏସ୍‍ ଓପନ୍‍ ଖେଳିବାକୁ ଅଯୋଗ୍ୟ ଘୋଷିତ ହୋଇ ନିଲମ୍ବିତ ହୋଇଛନ୍ତି। ରବିବାର…

ହୀରାକୁଦ ଡ୍ୟାମକୁ ଖସିଲା ହାଇୱା : ୩ ନିଖୋଜ

ସମ୍ବଲପୁର- ସମ୍ବଲପୁର ରେଙ୍ଗାଲି ଆଡୁ ଲଖନପୁର ଅଂଚଳକୁ ଆସୁଥିବା ଏକ ହାଇୱା ଭାରସାମ୍ୟ ହରାଇ ହାରଂପେଲା ସେତୁ ହୀରାକୁଦ ଜଳଭଣ୍ଡାରକୁ ଖସି ପଡିଛି । ଫଳରେ ତିନି ଜଣ ନିଖୋଜ ଥିଲେ । ସେମାନଙ୍କ ଭିତରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ନାଁ ଆଦିତ୍ୟ ସାହୁ । ବର୍ତମାନ ସୁଦ୍ଧା…

ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହେଲେ ରିଆ ଚକ୍ରବତି

ମୁମ୍ବାଇ- ସୁଶାନ୍ତ ସିଂହ ରାଜପୁତଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ଗିରିଫ ହେଲେ ରିଆ ଚକ୍ରବର୍ତିୀ । ଗତ ୩ ଦିନ ମାରାଥନ ଜେରାପରେ ଏନସିପି ତାଙ୍କୁ ଗିରଫ କରିଛି । ପୂର୍ବରୁ ରିଆଙ୍କ ଭାଇ ସୌଭିକଙ୍କ ସମେତ ୯ ଜଣଙ୍କ ଗିରିଫ କରିଛି ଏନସିପି ।

କୋଭିଡ ସ୍ଥିତର ମୁକାବିଲା ପାଇଁ ରାଉକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର- ସୁନ୍ଦରଗଡ ଜିଲ୍ଲା ଓ ରାଉଲକେଲା ସହରରେ କିଭଳି କୋଭିଡ ପରିଚାଳନା ହେଉଛି ତାହାର ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚି ଓ ସ୍ୱାସ୍ଥ୍ୟ ବିଭାଗର ନିଦେର୍ଶକ ଡ. ସିବିକେ ମହାନ୍ତି ରାଉଲକେଲା ଗସ୍ତରେ ଯାଇଛନ୍ତି । ସୂଚନାମୁତାବକ…

ମୋଦୀଙ୍କ ଆହ୍ୱାନ, କୁପୋଷଣ ଦୂର ପାଇଁ ସଚେତନତା ଜରୁରୀ

ଦେଶରୁ କୁପୋଷଣ ଦୂର କରିବା ପାଇଁ ପ୍ରତ୍ୟେକ ସ୍ଥାନରେ ସଚେତନତା ସୃଷ୍ଟି କରିବା ସକାଶେ ସମସ୍ତେ ଏକଜୁଟ୍‍ ହୋଇ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏହା ନାରୀଶକ୍ତି ଓ ଯୁବଶକ୍ତିକୁ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ବିକଶିତ…

ଗଠନ ହେଉନି ବିଜ୍ଞାପନ ଯାଞ୍ଚ କମିଟି, ବିଳମ୍ବ ନେଇ ଅସନ୍ତୋଷ

ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଗୁଡ଼ିକୁ ସରକାରୀ ବିଜ୍ଞାପନ ବିଷୟବସ୍ତୁର ନିୟମ ସମ୍ବନ୍ଧରେ ତିନି ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିବାକୁ ହେବ। କର୍ଣ୍ଣାଟକ, ଗୋଆ, ମିଜୋରାମ୍‍ ଏବଂ ନାଗାଲାଣ୍ଡ ପୂର୍ବରୁ ଏହି ରାଜ୍ୟ ସ୍ତରୀୟ କମିଟି ଗଠନ କରିସାରିଛନ୍ତି ଏବଂ…

ଲଦାଖର ଆଗୁଆ ଘାଟିରେ ଆଇଟିବିପି ନିୟୋଜିତ କଲା ମହିଳା ଡାକ୍ତର

ପ୍ରଥମ ଥର ପାଇଁ ଭାରତ-ତିବ୍ଦତ ସୀମା ପୁଲିସ ମହିଳା ଡାକ୍ତରମାନଙ୍କୁ ଲଦାଖରେ ନିୟୋଜିତ କରିଛି। ଲେହରୁ ସୈନ୍ୟ ପଠାଇବା ଠାରୁ ଆରମ୍ଭ କରି ଆଗୁଆ ଘାଟିରେ ସେମାନଙ୍କର ଯତ୍ନ ନେବା ପର୍ଯ୍ୟନ୍ତ ସବୁକିଛି ମହିଳା ଡାକ୍ତରମାନେ ପରିଚାଳନା କରିବେ। ସୀମାରେ ଉତ୍ତେଜନାମୂଳକ ପରିସ୍ଥିତିକୁ ବିଚାରକୁ…