ଭୁବନେଶ୍ୱର-କଟକର ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର

ଭୁବନେଶ୍ୱର- ଦ୍ୱୈତ ନଗରୀର ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ସୌମ୍ୟା ମିଶ୍ର । ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ତାଙ୍କୁ ସ୍ୱାଗତ କରିଛନ୍ତି । ସୌମ୍ୟା ମିଶ୍ର ୨୦୧୪ ମସିହାର ଆଇପିଏସ ଅଫିସର । ପୂର୍ବରୁ ଟ୍ରାଫିକ ଡିସିପି ଭାବେ ସାଗରିକା ନାଥ ଦାୟିତ୍ୱ ନେଇଥିଲେ । ସେ…

ଆଜି ୧୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା

ଭୁବନେଶ୍ୱର- ରାଜ୍ୟରେ ପୁଣି ଆଜି ୧୩ ଜଣଙ୍କ ମୁଣ୍ଡ ଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ୧୩ ଜଣ ମୃତକଙ୍କ ମଧ୍ୟରୁ ପୁରୀରୁ ୩, ଗଞ୍ଜାମ, ମୟୂରଭଞ୍ଜ ଓ ରାୟଗଡାରୁ ୨ ଜଣ ଲେଖାଏଁ ଏବଂ କନ୍ଧମାଳ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ…

ରାଜ୍ୟରେ ୩୪୯୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ ୩ ହଜାର ପାର କରୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ୩୪୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୦୯୪ ହୋଇଥିବା ବେଳେ ୧୩୯୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ…

ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟି ନେଲେ ଦୁର୍ବୃତ

ପିପିଲି- ଜଣେ ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୫୦ ହଜାର ଟଙ୍କା ,ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅଂଚଳରୁ । ଗୁରୁତର ଆହାତ ହୋଇଥିବା ପରିବା ବ୍ୟବସାୟୀଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ…

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୨ ଲକ୍ଷ ୭୮ହଜାର ଟଙ୍କା ଲୁଟ

ଭୁବନେଶ୍ୱର- ଖେଳନା ବନ୍ଧୁକ ଦେଖାଇ ଦୃବୃର୍ତମାନେ ୨ଲକ୍ଷ ୭୮ ହଜାର ଟଙ୍କା ଲୁଟି ନେଇଛନ୍ତି । ଭୁବେନଶ୍ୱର ନନ୍ଦନବିହାର ନିକଟ ଏକ ବ୍ୟାଙ୍କରୁ ଲୁଟ ହୋଇଥିବା ଜଣାପଡିଛି । ଲୁଟେରାମାନେ ହେଲମେଟ ପିନ୍ଧି ବ୍ୟାଙ୍କ ଭିତରକୁ ପଶିଥିଲେ । ଏହି ସମୟରେ ବ୍ୟାଙ୍କରେ ୩ ଜଣ କର୍ମଚାରୀ ଥିବା ସୂଚନା…

ଏକ ବର୍ଷରେ ଦେଢ ଲକ୍ଷରୁ ଅଧିକ ବିଦ୍ୟୁତ ବିଲ

ରାୟଗଡା- ଘରେ ମାତ୍ର ଗୋଟିଏ ଲାଇଟ କିନ୍ତୁ ବିଦ୍ୟୁତ ବିଲ ଆସିଛି ଏକ ଲକ୍ଷ ୫୫ ହଜାର ଟଙ୍କା । ଏଭଳି ଘଟଣା ରାୟଗଡା ଜିଲ୍ଲା ପାଲୁରୁପାଡୁ ଗ୍ରାମରେ ଦେଖିବାକୁ ମିଳିଛି । ବିଦ୍ୟୁତ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏଭଳି ବିଲ ଆସିଥିବା ଅଭିଯୋଗ ହୋଇଛି । ସୂଚନାଅନୁଯାୟୀ…

୪ରୁ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର- ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର,…

ପୋଲିସକୁ ସୁରକ୍ଷା ମାଗିଲେ ବର୍ଷା ପ୍ରିୟଦର୍ଶିନୀ

କଟକ- ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାଙ୍କ ଘରୋଇ ହିଂସା ମାମଲା ନୂଆ ମୋଡ ନେଉଛି । ଏବେ ବର୍ଷା ନିଜ ଜୀବନ ପ୍ରତି ବିପଦ ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି । ପୁରୀଘାଟ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଗତକାଲି ବର୍ଷା ଖାଉଥିବା ସମୟରେ ଦୁଇ ଜଣ ଅଜଣା ପୁରୁଷ ତାଙ୍କ…

ଏଲଏସିରେ ଉତେଜନା: ଚୀନକୁ ଭାରତର କଡା ଜବାବ

ନୂଆଦିଲ୍ଲୀ- ଏଲଏସିରେ ଚୀନା ସେନା ପକ୍ଷରୁ ଗୁଳିମାଡ । ଦକ୍ଷିଣ ପାଙ୍ଗଙ୍ଗ ଅଂଚଳରେ ଚୀନ ସେନା ପକ୍ଷରୁ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା । ତେବେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ସୀମାରେ ସଜାଗ ରହିଥିବା ଭାରତୀୟ ସେନା ଏହାର କଡା ଜବାବ ଦେଇଛି । ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳିମାଡ…

କୋରୋନା ମାଡ

ଚଳିତ ଆର୍ଥୀକ ବର୍ଷର ପ୍ରଥମ ତିନି ମାସ (ଏପି୍ରଲ-ଜୁନ)ର ବିକାଶ ହାର ନେଇ କେନ୍ଦ୍ର ସରକାରଙ୍କ ପ୍ରଦତ ତଥ୍ୟରେ କରୋନା ମହାମାରୀ ମୁକାବିଲା ପାଇଁ ଘୋଷିତ ଲକଡାଉନ ଦେଶର ଅତନୀତିକୁ ଏକ ପ୍ରକାର ପଙ୍ଗୁ କରିଦେଇଛି ବୋଲି ନିସଂନେ୍ଦହରେ ସ୍ୱିକାର କରିବାକୁ ହେବ । ଜାରି ତଥ୍ୟରେ ଉଲ୍ଲେଖ କରାଯାଇଛି…